ଆମେ ମାନେ ଶୋଇବା ପୂର୍ବ ରୁ ଯେଉଁ ସବୁ ଜିନିଷ କୁ ଦେଖି ଥାନ୍ତି ସେହି ସବୁ କୁ ବି ସ୍ୱପ୍ନ ରେ କେବେ କେବେ ଦେଖିବା ପାଇଁ ମିଳି ଥାଏ ।ଯଦି ବାସ୍ତୁ ସାସ୍ତ୍ର ବିଷୟ ରେ କହିବୁ ତେବେ ସ୍ୱପ୍ନ ଦ୍ୱାରା ଭଗବାନ ମଣିଷ ର ନିକଟ ବର୍ତ୍ତି ହୁଅନ୍ତି ବୋଲି କୁହା ଜାଇଛି ଏମିତି ବି କୁହା ଜାଇଛି କି ସିଧା ସଳଖ ଭଗବାନ ଲୋକ ଙ୍କୁ ସଂଙ୍କତ ନ ଦେଇ ସେ ଏହି ସ୍ୱପ୍ନ ଦ୍ୱାରା ଆମକୁ ସ୍ୱପ୍ନ ଦେଇ ଥାନ୍ତି । ଏବଂ ଏଥିରେ ସେହି ମନୁଶ୍ୟ ର ଭଲ ବା ଖରାପ୍ ସମୟ ଆସୁ ଥିବା ବିଷୟ ରେ କହି ଥାନ୍ତି , ଏଠାରେ ଆମେ ଆପଣ ମାନଙ୍କୁ ଭଲ ସମୟ ଆସିବା ପୂର୍ବ ଯେଉଁ ସବୁ ସଂଙ୍କେତ ମିଳି ଥାଏ ସେହି ବିଷୟ ରେ କହିବୁ ।
ସ୍ୱପ୍ନ ରେ ଯଦି ଆପଣ ମାନେ ନାଚୁ ଥିବା ବା ବସି ଥିବା ମୟୁର କୁ ଦେଖନ୍ତି ତେବେ ଭାବି ନିଅନ୍ତୁ କି ଆପଣ ମାନଙ୍କ ଭଲ ସମୟ କିଛି ଦିନ ମଧ୍ୟ ରେ ଆସିବା ପାଇଁ ଜାଉଛି ବହୁତ ସମୟ ରେ ଧଳା ସାପ କୁ ସ୍ୱପ୍ନ ରେ ଦେଖିଲେ ବହୁତ ଲୋକ ମାନେ ଡରି ଜାଇ ଥାନ୍ତି । ହେଲେ ଆମେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଯଦି ଆପଣ ମାନେ କେବେ ଏହି ଧଳା ସାପ କୁ ଦେଖନ୍ତି ତେବେ ଏହା ଆପଣ ମାନଙ୍କ ଭଲ ସମୟ ଆସିବାର ସଂଙ୍କେତ ବୋଲି ଭାବନ୍ତୁ ,ସେହି ପରି ବେଳେ ଯଦି ଆପଣ ମାନେ ଶଙ୍ଖ କୁ ସ୍ୱପ୍ନ ରେ ଦେଖନ୍ତି ତେବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କ ପାଇଁ ଏହା ଆପଣ ମାନଙ୍କ ପରିବାର ଶୁଖ ସାନ୍ତି ଆସିବାର ସଂଙ୍କେତ ହୋଇ ଥାଏ
ଯଦି ଆପଣ ମାନଙ୍କୁ ଧଳା ପେଚା ଦେଖିବା ପାଇଁ ମିଳେ ତେବେ ସେମିତି କ୍ଷେତ୍ର ରେ ଏହା ଆପଣ ମାନଙ୍କ ଧନ ପ୍ରାପ୍ତି ର ସଂଙ୍କେତ ହୋଇ ଥାଏ ଆପଣ ମାନେ କେବେ ବି କ୍ଷେତ ମଧ୍ୟ ରେ ଛତା ଧରି ଜାଉ ଥିବାର ଦେଖନ୍ତି । ତେବେ ସେମିତି ବେଳେ ଆପଣ ମାନ ସମୃଦ୍ଦି ଏବଂ ଲୋକ ପ୍ରିୟତା ବହୁତ ପରିମାଣ ରେ ବଢିବା ପାଇଁ ଜାଉଛି ବୋଲି ଆପଣ ମାନେ ଭାବି ନିଅନ୍ତୁ ସେହି ପରି ବେଳେ ସେଷ ରେ ଯଦି ଆପଣ ମାନେ କୋଇଲା କୁ ସ୍ୱପ୍ନ ରେ ଦେଖନ୍ତି ତେବେ ଏହା ଆପଣ ମାନଙ୍କ ପାଇଁ ବି ବହୁତଚ ପରିମାଣ ରେ ଶୁଭ ହୋଇ ଥାଏ ଆପଣ ମାନେ ସୁଖ ଶାନ୍ତି ର ପ୍ରାପ୍ତି କରିବା ପାଇଁ ଜାଉଛନ୍ତି ବୋଲି ଭାବି ନିଅନ୍ତୁ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।