ବାହାଘର ପରେ ମହିଳା ମାନେ କାହିଁକି ଅନ୍ୟ ପୁରୁଷ ସହ ସମ୍ପର୍କ ରଖିଥାନ୍ତି ! ଜାଣିଲେ ନିଚିନ୍ତ ଆଶ୍ଚର୍ଯ୍ୟ ହେବେ

women

ବିବାହ ପରେ ସମସ୍ତେ ନିଜର ଦୈନିକ ସଂମ୍ପର୍କ ରେ ସୁଖ ର ଅନୁଭବ କରି ଥାନ୍ତି ଏହିଥି ପାଇଁ ସେମାନଙ୍କ ଜିବନ ବି ସୁଖ ମୟ ହୋଇ ଥାଏ , ହେଲେ ବେଳେ ବେଳେ କୈଣସି କାରଣ ରୁ ପୁରୁଷ ମାନେ ଅନ୍ୟ ମହିଳା ଙ୍କ ସହିତ ଅନୈତିକ ସଂମ୍ପର୍କ ରଖିବାରେ ଲିପ୍ତ ରୁହନ୍ତି , ହେଲେ ସେହି ପରି କ୍ଷେତ୍ର ରେ ମହିଳା ମାନେ ଯେତେ ବେଳେ ସେହି କାର୍ଯ୍ୟ କରି ଥାନ୍ତି ତେବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଜାଇ ଥାନ୍ତି । ତେବେ ମହିଳା ମାନେ କଣ ପାଇଁ ନିଜ ଠାରୁ କମ୍ ବୟସ ଏବଂ ଅବିବାହିତ ପୁରୁଷ ମାନଙ୍କୁ କଣ ପାଇଁ ପସନ୍ଦ କରନ୍ତି ଏବଂ ଶାରିରୀକ ସଂମ୍ପର୍କ ସ୍ଥାପନ କରିବା ପାଇଁ ଇଚ୍ଛା କରି ଥାନ୍ତି , ତେବେ ଆମେ ଆଜି ଆପଣ ମାନଙ୍କୁ ଏହାର କାରଣ ବିଷୟ ରେ କହିବୁ ।love

ଯଦି ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ସବୁ ବେଳେ ଅସାନ୍ତି ଲାଗି ରହି ଥାଏ ସ୍ୱାମୀ ସବୁ ବେଳେ ବଡ ଭାବି ନିଜର ସ୍ତ୍ରୀ କୁ ଅବହେଳା କରି ଥାଏ ଏବଂ ସ୍ତ୍ରୀ ନିଜର ଆତ୍ମସମ୍ମାନ ଯେଉଁ ଠାରେ ପାଇ ପାରେ ନାହିଁ ତେବେ ସେହି ପରି କ୍ଷେତ୍ର ରେ ସେହି ମହିଳା ର ମନ ଅନ୍ୟ ଆଡକୁ ଯାଇଁ ଥାଏ ଏବଂ ସେ ନିଜର ସମ୍ମାନ ପାଇବା ପାଇଁ ଅନ୍ୟ ପୁରୁଷ ର ସାହାରା ନେଇ ଥାଏ ସେହି ପରି ଜୀବନ ରେ ସେ ଭଲ ସାଥି ଟିଏ ପାଇବା ପାଇଁ ସେ ଇଚ୍ଛା କରି ଥାଏ ।

ଦୁଇ ରେ ଦମ୍ପତୀ ମାନଙ୍କ ମଧ୍ୟ ରେ ଝଗଡା ହେଲେ ବା ମନ ନ ମିଶିଲେ ବା ମତାନ୍ତର ହେଲେ ଅନ୍ୟ ପୁରୁଷ ଙ୍କ ସହାନୁଭୁତି କୁ ମହିଳା ମାନେ ପାଇବା ପାଇଁ ସେମାନଙ୍କ ସହିତ ସଂମ୍ପର୍କ ରଖି୍ବା ପାଇଁ ବି ପଛେଇ ନ ଥାନ୍ତି । ତିନି ରେ ଶାରିରୀକ ସୁଖ ଅନେକ ସମୟ ରେ ସ୍ୱାସୀ ତାର ସ୍ତ୍ରୀ ର ସଂମ୍ବୋଗ ଇଚ୍ଛା କୁ ବୁଝି ପାରି ନ ଥାଏ ସେମିତି କ୍ଷେତ୍ର ରେ ସେହି ସ୍ତ୍ରୀ ପାଖରେ ଆଉ କିଛି ବି ଉପାୟ ରହି ନ ଥାଏ ,loves

ତେବେ ସେମିତି ବେଳେ ନିଜର ଶାରୀରିକ ସୁଖ କୁ ମେଣ୍ଟେଇବା ପାଇଁ ଯାଇ ସେ ଅନ୍ୟ ପୁରୁଷ ସହିତ ସଂମ୍ପର୍କ ରଖେ ଏବଂ ବହୁତ କମ୍ ବୟସ ର ଯୁବକ ସହିତ ଏହି ସଂମ୍ପର୍କ ରଖିବା ପାଇଁ ସେମାନେ ପସନ୍ଦ କରନ୍ତି କାରଣ ସେମାନେ ଏହି ମହିଳା ମାନଙ୍କ କଥା କୁ ବୁଝି ପାରିଥାନ୍ତି । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *