ବର୍ଷା ଏବଂ ଏଲିନା ଙ୍କ ମଧ୍ୟ ରୁ ଆପଣଙ୍କ ପସନ୍ଦ କିଏ କମେଣ୍ଟ କରନ୍ତୁ

ଆପଣ ମାନେ ଜାଣି ଥିବେ ବର୍ତମାନ ପାର୍ବଣଣ ର ମାହୋଲ ରହି ଥିବା ବେଳେ ଗତ କାଲି ପବିତ୍ର ଦୂର୍ଗା ଅଷ୍ଟମୀ ଜାଇଛି ଏବଂ ଏମମିତି କ୍ଷେତ୍ର ରେ ଓଲିଉଡ ର ସବୁ ଅଭିନେତ୍ରୀ ମାନେ ନିଜର ସୁଟ୍ କରି ଥିବାର ଦେଖିବା ପାଇଁ ମିଳିଛନ୍ତି । ସେମିତି ରେ ଯେତେ ସବୁ ଅଭିନେତ୍ରୀ ମାନେ ଏହି ଦିନ ରେ ଫୋଟ ଉଠେଇ ସୋସିଆଲ ମିଡିଆ ରେ ସେୟାର କରିଛନ୍ତି ତାହା ମଧ୍ୟ ରୁ ସବୁଠୁ ଅଧିକ ଚର୍ଚ୍ଚା ରେ ରହିଛି ଓଲିଉଡ ର କୁଇନ୍ ବର୍ଷା ପ୍ରିୟଦର୍ଶନୀ ଏବଂ ଏଲିନା ସାମନ୍ତରାୟ ଙ୍କ ଫୋଟ ସୁଟ୍ ତେବେ ଏମାନଙ୍କ ଫୋଚ ମଧ୍ୟ ରୁ ଆପଣ ମାନଙ୍କୁ କାହାର ଫଟୋ ବେଶି ପରିମାଣ ରେ ପସନ୍ଦ ଆସୁଛି ଆପଣ ମାନଙ୍କୁ ଆପଣ ମାନେ ଆମକୁ କମେଣ୍ଟ କରିବେ ।

ବିଗତ ଦିନରେ କୋରନା ର ପରିସ୍ଥିତି ରହି ଥିବା ବେଳେ ସବୁ ମଣ୍ଡପ ମାନଙ୍କ ରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ କରିବା ପାଇଁ ମନା କରା ଜାଇ ଥିବା ବେଳେ ସବୁ ଲୋକ ମାନେ ଏହି ଦିନ ରେ ଘରେ ରହି ହିଁ ଏହି ବର୍ଷ ର ଅଷ୍ଟମୀ ପୂଜା ର ପାଳନ କରିଛନ୍ତି ଏବଂ ବ୍ରତ୍ତ ର ପାଳନନ ମଧ୍ୟ କରିଛନ୍ତି । ତେବେ ଏଠାରେ ଓଲିଉଡ ର ସବୁ ଅଭିନେତ୍ରୀ ମାନେ ବି ଏହି ବ୍ରତ୍ତ ର ପାଳନ କରି ଥିବା ବେଳେ ସେମାନେ ଏହି ଦିନ ରେ ବ୍ରତ୍ତ କେମିତି ଭାବେ ପାଳନ କରିବା ସହିତ ସେମାନେ ନିଜର ମାଆ ଦୂର୍ଗା ଙ୍କ ସ୍ୱରୁପ ରରହି ଥିବା ଫୋଟ କୁ ବି ସୋସିଆଲ ମିଡ଼ିଆ ଏକାଉଣ୍ଟ ମାନଙ୍କ ରେ ସେୟାର କରି ଥିବାର ଦେଖିବା ପାଇଁ ମିଳି ଥିଲେ ।

ଜାହାକୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରି ଥିଲେ ଏବଂ ଏହି ମାନଙ୍କ ମଧ୍ୟ ରୁ ଏଲିନା ସାମନ୍ତ ରାୟ ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କ ଫଟୋ କୁ ଅଦିକ ମାତ୍ରା ରେ ଦର୍ଶକ ମାନେ ପସନ୍ଦ କରି ଥିବା ବେଳେ ଆପଣ ମାନଙ୍କୁ ଅନୁରୋଧ ଯେ ଆପଣ ମାନେ ଏହି ଦୁଇ ଅଭିନେତ୍ରୀ ଙ୍କ ଫୋଟ ସବୁ ମଧ୍ୟ ରୁ ବେଷ୍ଟ ଫୋଟ କୁ ବାଛନ୍ତୁ ଏବଂ ଆମକୁ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ କି

ଏମାନଙ୍କୁ କେଉଁ ଅଭିନେତ୍ରୀ ଙ୍କ ଫୋଟ ବେଷ୍ଟ ହୋଇଛି ବୋଲି ସେହି ପରି ବନ୍ଧୁଗଣ ବର୍ତମାନ ସମୟ ରେ ଏହି ଦୁଇ ଅଭିନେତ୍ରୀ ଙ୍କ ବହୁତ ଗୁଡିଏ ଫୋଟ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି , ସେମିତି ରେ ଆପଣ ମାନେ ସେହି ଫୋଟ ମଧ୍ୟ ରୁ କେଉଁ ସବୁ ଫୋଚ କୁ ପସନ୍ଦ କରିବେ ଜଣେଇ ଦେବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *