ପୁଣି ଥରେ ସୋସିଆଲ ମିଡିଆରେ ଖେଳି ଗଲେ ସନି ଲିୟନୀ ଦେଖନ୍ତୁ ତାଙ୍କର ଏହି ଭିଡିଓ

ବଲିଓଡ ରେ ଏମିତି କିଛି ଅଭିନେତା କିମ୍ବା ଅଭିନେତ୍ରୀ ମାନେ ଅଛନ୍ତି ଯାହାଙ୍କ ର ଫେନ ଫଲଓର ବହୁତ ଅଧିକ ଅଛନ୍ତି । ଯାହା ଦ୍ୱାରା ସେମାନଙ୍କ ର ଫିଲ୍ମ ହିଟ ହଉ କି ନ ହଉ ସେମାନେ ତାଙ୍କର ଫେନ୍ ମାନଙ୍କୁ ନେଇ ବହୁତ ଖୁସି ରହିଥାନ୍ତି । ବଲିଓଡ ରେ ଥିବା ସମସ୍ତ କଳାକାର ଙ୍କ ମଧୁର ହେଉଛନ୍ତି ସନି ଲିୟନୀ , ଯିଏ କି ବଲିଓଡ ଜଗତରେ ଗ୍ଲାମରିୟସ୍ ଏବଂ ସେ ବଲିଓଡ ଜଗତରେ ତାଙ୍କର ଜାଗା ବନେଇ ପାରିଛନ୍ତି  ସନି ନିଜର ଦେଶକୁ ଫେରିବା ପରେ ସେ ବଲିଓଡ ଜଗତରେ ତାଙ୍କର ସ୍ଥାନ କବଜା କରି ରଖିଛନ୍ତି । ସେ ଦେଶକୁ ଫେରିବା ପରେ ସେ ବହୁତ ଗୁଡିଏ ଫିଲ୍ମ କରିଥିେଲ, କିନ୍ତୁ ତାଙ୍କର ଫିଲ୍ମ ଭଲ ହେଇନଥିଲେ ବି ସେ ଟିଭି ସିରିଏଲ ଜରିଆ ରେ ତାଙ୍କର ସ୍ଥାନ ଅଧିକାର କରି ପାରିଛନ୍ତି ।

ପ୍ରଫେସନାଲ ଏବଂ ନିଜର ପାର୍ଶନାଲ ଜୀବନରେ ସନି ଟପ୍ ରେ ରହିଛନ୍ତି ଏବଂ ସେ ଏକ ଇନଟ୍ରଭ୍ୟୁ ରେ ସେ ତାଙ୍କର ପର୍ସନାଲ୍ ଜୀବନ ବିଷୟରେ କହିଥିଲେ । ଆପଣ ମାନଙ୍କୁ କହି ରଖୁଛୁ କି ସନି ଦେଇଥିବା ପର୍ସନାଲ୍ ଇନଟ୍ରଭ୍ୟୁ ରେ କହିଛନ୍ତି କି ଭାରତ ବାଣିଜ୍ୟ କ୍ଷେତ୍ର ରେ ବହୁତ ଆଗୁଆ ଅଟେ । ଯଦି ଆପଣଙ୍କ ର କିଛି ସ୍ୱପ୍ନ ଥାଏ ତେବେ ଆପଣ ତାହା ନିଶ୍ଚୟ ହାସଲ କରି ପାରିବେ କିନ୍ତୁ ତା ପାଇଁ ଆପଣ ଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ।

ସେ ଏବେ ହିଁ କରଥିବା ଏକ ଗିତ ରେ ଜଳ ପରି ର ରୂପ ରେ ତାଙ୍କୁ ଦେଖିବାକୁ ମିଳିଛି ଯାହାକି ସେହି ଜଳ ପରି ର ଫୋଟୋ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣ ରେ ଭାଇରାଲ ହେଉଛି , ଏବେ ସନି ନିଜର କିଛି ନୂଆ ଫିଲ୍ମ କୁ ନେଇ ପ୍ରସ୍ତୁତି ଆରମ୍ଭ କରି ଥିବା ବେଳେ ଆପଣ ମାନେ ଜାଣି ଥିବେ ସନି ଲିୟନୀ ସବୁ ସମୟରେ ନିଜର ହଟ୍ ଲୁକ୍ ଏବଂ ନିଜର ଭାଇରଲ ହେଉ ଥିବା ଭିଡ଼ିଓ କୁ ନେଇ ଚର୍ଚ୍ଚା ରେ ରହି ଥାନ୍ତି ଷ ସେମିତି ବେଳେ ଏହି ଦିନ ।

ରେ ପୁଣି ଥରେ ସନି ତର୍ଚ୍ଚା ର ବିଷୟ ହୋଇ ରହି ଥିବା ବେଳେ ସେ ଏଏହି ଉପରେ କୈଣସି ରାୟ ରଖି ନାହାଁନ୍ତି ତେବେ ସେମିତି ବେଳେ ଆପଣ ମାନେ କେତେ ପରିମାଣ ରେ ସନି ଲୟନୀ ଙ୍କୁ ପସନ୍ଦ କରନ୍ତି ଏବଂ ଆପଣ ମାନଙ୍କୁ ତାଙ୍କର ଅଭିନୟ କେମିତି ଲାଗେ ସେହି ବିଷୟରେ ଆପଣ ମାନେ ନିଶ୍ଚିତ ଭାବେ ମତା ମତ ଦେଇ ଦେବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *