ଆଜି ରାତି ଠାରୁ 21 ବର୍ଷ ପର୍ଯ୍ୟନ୍ତ 5 ଟି ରାଶି ଉପରେ ବର୍ଷିବ ଶନିଦେବ ଙ୍କ କୃପା ଆପଣଙ୍କ ରାଶି ନାହିଁ ତ ?

shani

ବନ୍ଧୁଗଣ ହନ୍ଧୁ ଧର୍ମ ଏବଂ ବୈଦ୍ଧିକ ଶାସ୍ତ୍ର ରେ ଶନିଗ୍ରହ ର ବହୁତ ମହତ୍ୱ ରହିଛି । ଭଗବାନ ଶନିଦେବ ଙ୍କୁ ନବ ଗ୍ରହ ରେ ସବୁଠୁ ପ୍ରଥମ ସ୍ଥାନ ମିଳେ କାରଣ ଭଗବାନ ସନିଦେବ ସବୁ ପ୍ରାଣି ଙ୍କ ସହିତ ସଠିକ୍ ନ୍ୟାୟ କରନ୍ତି । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ଭଗବାନ ଶନିଦେବ ଙ୍କ ଦ୍ୱାରା କିଛି ରାଶି ମାନଙ୍କ ଉପରେ ଆଜି ଠାରୁ ଭଗବାନ ସନିଦେବ ପ୍ରାୟ 21 ବର୍ଷ ଯାଏ ଧନ ଲୁଟେଇବା ପାଇଁ ଜାଉଛନ୍ତି । ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ରାଶି ମାନଙ୍କ ବିଷୟ ରେ କହିବା ପାଇଁ ଜାଉଛୁ ।

ତେବେ ଏମାନେ ସଂମ୍ପର୍ଣ୍ଣ ଭାବେ ରାଜା ପରି ଜିବନ ଜାପନ କରିବେ ବୋଲି ଜଣା ପଡ଼ିଛି । ଯେମିତି କି ଆମେ ମାନେ ନିଶ୍ଚିତ ଭାବେ ଜାଣିଛେ କି ଆମ ଜିବନ ରେ ଘଟୁ ଥିବା ପ୍ରତ୍ୟେକ ଅଘଟଣ ର ମୂଖ୍ୟ କାରଣ ହେଉଛି ଆମ ର ଗ୍ରହ ଏବଂ ନକ୍ଷେତ୍ର ମାନଙ୍କ ପରିବର୍ତନ ସେମିତି ରେ ଏହି ମାନଙ୍କର ହିଁ ପରିବର୍ତନ ଯୋଗୁଁ ହିଁ ଆମେ ମାନେ ସୁଖ ଦୁଖଃ ର ସାମ୍ନା କରି ଥାନ୍ତି । ସେହିପରି ଏହି ରାଶି ମାନଙ୍କ ଉପରେ ଭଗବାନ ଶନି ଙ୍କ କୃପା ରହିବ । ସେମିତି ରେ ଆସନ୍ତୁ ଆମେ ସେହି ସବୁ ରାଶି ଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

shani

ପ୍ରଥମେ ରହିଛି ବିଛା ରାଶି ବନ୍ଧୁଗଣ ଆମେ ଆପଣ ମାନଙ୍କୁ କହି ରଖୁଛୁ କି ସରକାରୀ କାର୍ଯ୍ୟ ବା କୋର୍ଟ କୋଚେରୀ କାର୍ଯ୍ୟ ରୁ ଆପଣ ମାନଙ୍କୁ ମୁକ୍ତି ମିଳିବ । ସନ୍ତାନ ମାନଙ୍କ ପାଠ ପଢା କୁ ନେଇ ଏବେ ଆପଣଙ୍କ ଚିନ୍ତା ଦୂର ହେବ । ଆପଣ ମାନଙ୍କୁ କାର୍ଯ୍ୟ କ୍ଷେତ୍ର ରେ ସୁଖ ଅନୁଭବ ହେବ । ପୁରାତନ ସଂମ୍ପତି ରେ ରହି ଥିବା ବାଦ ବିବାଦ ଆପଣ ମାନଙ୍କର ଦୂର ହେବ । ଏହି କିଛି ବର୍ଷ ଆପଣଙ୍କ ପାଇଁ ବହୁତ ଶୁଭ ରହିବ ।

ଏହା ପରେ ରହିଛି କର୍କଟ ରାଶି ଏହି ର ଲୋକ ମାନେ ନିଜର କଠିନ ପରିଶ୍ରମ ର ଫଳ ତାଙ୍କୁ ବହୁତ ଶୀଘ୍ର ମିଳିବା ପାଇଁ ଯାଉଛନ୍ତି । ଏହା ପରେ ରହିଛି କନ୍ୟା ରହିଛି ଏହି ଦିନ ମାନଙ୍କ ରେ ଆପଣ ମାନେ ଭଲ ସ୍ଥାନ ରେ ଟଙ୍କା ନିବେଶ କରିବେ । ଯେଉଁ ଠାରୁ ଆପଣ ମାନଙ୍କୁ ଆର୍ଥିକ ଲାଭ ପାଇଁ ବହୁତ ଭଲ ସୁଯୋଗ ମିଳିବ । ସେହି ପରି ଭାବେ ଆପଣ ମାନେ ଏହି ଦିନ ରେ ସମୟ ଏବଂ ପରିସ୍ଥିତି ଅନୁସାରେ ନିବେଶ କରିବା ପାଇଁ ପ୍ରୟାସ କରନ୍ତୁ ।

ଏହା ପରେ ରହିଛି ମକର ରାଶି ଏହି 21 ଦିନ ପରେ ଆପଣ ମାନଙ୍କ ପାଇଁ ବହୁତ ଖାସ୍ ହେବ ଏହି ଦିନରେ ଆପଣ ମାନଙ୍କୁ ଟଙ୍କା ପଇସା ଉପରେ ଧ୍ୟନ ଦେବା ପାଇଁ ପଡିବ । ଆପଣ ମାନଙ୍କ ଜିବନ ରେ ରହି ଥିବା ସମସ୍ତ ସମସ୍ୟା ଏହି ଦିନ ରେ ସଂମ୍ପର୍ଣ୍ଣ ଭାବେ ଦୂରେଇ ଯିବ । ଏବଂ ଏହି ଦିନ ମାନଙ୍କ ରେ ଆପଣ ମାନଙ୍କ ଉପରେ ସନି ଙ୍କ ଆଶିଷ ରହିବ ।

shani dev

ଏହା ପରେ ରହିଛି ତୁଳା ରାଶି । ଏବର୍ଷ ମାନଙ୍କ ରେ ଆପଣ ମାନଙ୍କୁ ପାଠ ପଢା ରେ ଆଗକୁ ବଢିବା ପାଇଁ ମୈକା ମିଳିବ ,ଆପଣ ମାନଙ୍କ କୁଣ୍ଡଳି ରେ ଅନେକ ଧନ ଲାଭ ର ସୁଯୋଗ ରହିଛି । ଏହି ଦିନ ରେ ମାନଙ୍କ ରେ ଆପଣ ମାନଙ୍କ କାର୍ଯ୍ୟ ର ପ୍ରଶଂଶା ସହିତ ଆପଣ ମାନଙ୍କ ଉପରେ ଶନିଦେବ ଙ୍କ କୃପା ସବୁ ବେଳେ ରହିବ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *