ଇଏ ହେଲେ ମିଥୁନ ଚକ୍ରବର୍ତି ଙ୍କ ସୁନ୍ଦରୀ ଝିଅ ବଲିଉଡ ହିରୋଇନ ଠୁ କମ୍ ନୁହେଁ

fgtshasf

ମିଥୁନ ଚକ୍ରବର୍ତି ଆଜି କେବଳ ଭାରତ ରେ ନୁହେଁ ବରଂ ସାରା ଦୁନିଆଁ ରେ ଆଜିର ଦିନରେ ନିଜର ଅଭିନୟ ପାଇଁ ଜଣା ଜାଇ ଥାନ୍ତି , ମିଥୁନ ଚକ୍ରବର୍ତ୍ତି ଙ୍କ ଜନ୍ମ ପଶ୍ଚିମ ବଙ୍ଗଗ ର କଲିକତା ସହର ରେ ହୋଇ ଥିଲା ,ବନ୍ଧୁଗଣ ଆପଣ ମାନଙ୍କୁ ସୂଚନା ଦେବୁ କି ମିଥୁନ ଚକ୍ରବର୍ତ୍ତି ସଂମ୍ପର୍ଣ୍ଣ 8 ଟି ଭାଷା ର ଫିଲ୍ମ ପ୍ରସ୍ତୁତ କରି ଥାନ୍ତି ,ସେହି ପରି ବନ୍ଧୁଗଣ ସେ ନିଜର ଜିବନ କାଳ ମଧ୍ୟ ରେ 350 ରୁ ଅଧିକ ଫିଲ୍ମ ପ୍ରସ୍ତୁତ କରି ସାରିଛନ୍ତି , ସେମିତି ରେ ତାଙ୍କର ପିଲା ଦିନ ର ନାମ ଗୈରାଙ୍ଗ ଚକ୍ରବର୍ତି ରହି ଥିବା ବେଳେ ତାଙ୍କର ଜନ୍ମ 16 ଜୁନ୍ 1952 ରେ କଲିକତା ରେ ହୋଇ ଥିଲା ଏବଂ ସେ ଆଜିର ଦିନ ରେ ବହୁତ ଫିଲ୍ମ କରିବା ସହିତ ରାଷ୍ଟ୍ରୀୟ ପୁରସ୍କାର ବି ପାଇ ସାରିଛନ୍ତି ।safshy

ସେମିତି ରେ ତାଙ୍କର ଝିଅ ଙ୍କ ବିଷୟ ରେ କହିବା ଦିସାନୀ ଚକ୍ରବର୍ତି ଙ୍କୁ ମିଥୁନ କୋଳକୁ ନେଇ ଥିଲେ , ହେଲେ ଏହି କଥା ବହୁତ କମ୍ ଲୋକ ମାନଙ୍କୁ ଜଣା ଥିବ କି ତାଙ୍କର ଅସଲ ମାଆ ଏବଂ ବାପା ତାଙ୍କୁ ଅଳିଆ ରେ ପକେଇ ଦେଇ ପଳେଇ ଥିଲେ ବୋଲି , ଏହି କଥା ର ଜଣା ଯେବେ ମିଥୁନ ଙ୍କୁ ପଡିଲା ତେବେ ସେ ତାଙ୍କୁ କୋଳ କୁ ନେବାକୁ ଚାହିଁଲେ ଦିସାନୀ ଆଜିର ଦିନ ରେ 20 ବର୍ଷ ର ହୋଇ ସାରିଛନ୍ତି , ଏବଂ ସେ ଦେଖିବା ପାଇଁ ବହୁତ ସୁନ୍ଦର ହୋଇ ଥିବା ବେଳେ ସେ ଆଜି ପର୍ଯ୍ୟନ୍ତ ଫିଲ୍ମ ରେ ଡେଭ୍ୟୁ କରି ନାହାଁନ୍ତି , ହେଲେ ତାଙ୍କର ସୁନ୍ଦରତା ର ଚର୍ଚ୍ଚା ଆଜିର ଦିନ ରେ ସବୁ ଆଡେ ଚର୍ଚ୍ଚା ରେ ରହିଛି ।sdgtrjhtgujk

ଦିସାନୀ ସୋସିଆଲ ମିଡ଼ିଆ ରେ ସବୁ ସମୟ ରେ ଏକ୍ଟିଭ୍ ରହୁ ଥିବା ବେଳେ ତାଙ୍କର ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ଲକ୍ଷ ଲକ୍ଷ ଫେନ୍ସ ମାନେ ବି ରହିଛନ୍ତି , ସେହି ପରି ବେଳେ ବନ୍ଧୁଗଣ ଆମେ ମାନେ ଯଦି ତାଙ୍କର ଝିଅ ବିଷୟ ରେ ଅଧିକ କହିବା ତେବେ ସେ ସବୁ ସମୟରେ ମୋଡେଲିଂ ଏବଂ ଫେସନ୍ ଡିଜାଇନିଂ କାର୍ଯ୍ୟ କୁ କରିବା ପାଇଁ ବହୁତ ପସନ୍ଦ କରୁ ଥିବା ବେଳେ ବର୍ତମାନ ସମୟ ରେ ସେ ବିଦେଶ ରେ ପଢୁ ଥିବାର ଜଣା ପଡିଛି ଏବଂ ଆଗାମୀ ଦିନ ମାନଙ୍କ ରେ ସେ ବଲିଉଡ ରେ ଡେଭ୍ୟୁ କରିବା ପାଇଁ ଜାଉଛନ୍ତି ,saferdhtkj

ତେବେ ଆପଣ ମାନେ ମିଥୁନ ଦାଦା ଙ୍କ ଝିଅ କୁ କେତେ ପରିମାଣ ରେ ପସନ୍ଦ କରନ୍ତି ନିଶ୍ଚିତ ଭାବେ ଜଣେଇବେ . ଆପଣ ମାନଙ୍କୁ ମିଥୁନ ଙ୍କ ଝିଅ ଦିସାନୀ କେମିତି ଲାଗୁଛନ୍ତି ଏବଂ କଣ ଆପଣ ମାନେ ତାଙ୍କର ଫିଲ୍ମ ରେ ଦେଖିବା ପାଇଁ ଚାହାଁନ୍ତି କମେଣ୍ଟ ନିଶ୍ଚିତ ଭାବେ କରିବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *