ଏମିତି କର୍ମ କଲେ ଆପଣ ମାନଙ୍କ ଘରେ ଧନ ବଢେ ଥରେ ନିଶ୍ଚିତ ଜାଣନ୍ତୁ

hdjkfktul

କଣ ଆପଣ ମାନେ କେବେ ଜାଣିଛନ୍ତି । କି ଯେଉଁ ସମୟ ରେ ଶ୍ରୀ ମନ୍ଦିର ରେ ଭଗବାନ ଙ୍କ ସୁନା ବେଶ ହୋଇ ଥାଏ । ତେବେ ସାରା ଓଡ଼ିଶା କାହିଁକି ବରଂ ସଂମ୍ପର୍ଣ୍ଣ ଭାରତ ବର୍ଷ ଏହି ବେଶ କୁ ଦେଖିବା ପାଇଁ କାହିକିଁ ବିବ୍ରତ ହୋଇ ଥାନ୍ତି ସେହି ସମୟ ରେ ଆପଣ ମାନେ ଦେଖି ଥିବେ ଲକ୍ଷ ଲକ୍ଷ ଲୋକ ମାନେ ବା ଶ୍ରଦ୍ଧାଳୁ ମାନେ ବହୁତ ଦୂର ରୁ ଆସି ଥାନ୍ତି, କେବଳ କାଳିଆ ର ଦର୍ଶନ ପାଇଁ ବା ତାଙ୍କର ସୁନା ଦେବ ଦେଖବା ପାଇଁ ପାଇଁ । ସେମିତି ବେଳେ ଆପଣ ମାନଙ୍କୁ ଯଦି ଧନ ଆୟ କରିବା ତଥା ଘରେ ଲକ୍ଷ୍ମୀ ସବୁ ଦିନ ରହୁନ୍ତୁ ବୋଲି ଯଦି ଆପଣ ମାନେ ଚାହାଁନ୍ତି  ତେବେ ସେମିତି କ୍ଷେତ୍ର ରେ ଆପଣ ମାନେ ଏହି ଉପାୟ କୁ ନିଶ୍ଚିତ ଭାବେ କରନ୍ତୁ । ଦେଖବେ ଆପଣ ମାନଙ୍କ ଘରେ କିଛି ବି ଅଭାବ ରହିବ ନାହିଁjglkSAd

ତେବେ ଏଠାରେ ଆମେ ଆପଣ ମାନଙ୍କ ସାମ୍ନା ରେ ସୁନା ବେଶ କଥା ଏଥି ପାଇଁ ଉଠେଇ ଥିଲେ କି ଯେଉଁ ଦିନ ସୁନା ବେଶ ର କାର୍ଯ୍ୟ କର୍ମ ରହି ଥାଏ । ତେବେ ସେହି ଦିନ ଆପଣ ମାଆ ମାନେ ଘରେ ଯେଉଁ ବାକ୍ସ ରେ ଆପଣ ମାନେ ସୁନା କୁ ରଖୁଛନ୍ତି , ଜାହା କୁ ଆପଣ ମାନେ ଗହଣା ବାକ୍ସ ବୋଲି କହୁଛନ୍ତି ସେହି ବାକ୍ସ ରେ ଆପଣ ମାନେ ଚାରୋଟି ଅକ୍ଷର ଲେଖନ୍ତୁ, ଏବଂ ଏହା ଲାଲି ରଙ୍ଗ ର ହୋଇ ଥିବା ଦରକାର ଅଟେ ତେବେ ଏହା ପରେ ଆପଣ ମାନେ ଏହାକୁ ସେହି ବାକ୍ସ ରେ ପକାନ୍ତୁ । ଏବଂ ଆପଣ ମାନଙ୍କୁ କହିବୁ କି ଯେଉଁ ଚାରୋଟି ଅକ୍ଷର ବିଷୟ ରେ ଆପଣ ମାନଙ୍କୁ କହୁଛୁ ତାହା ହେଲା ,ପରିକ୍ଷିତ ଏବଂ ଆପଣ ମାନଙ୍କୁ କହିବୁ କି ଯଦି ଆପଣ ମାନେ ଏହିଟା କରି ପାରିବେ ନାହିଁ ,ତେବେ କଲି କଳ୍ମୁତ ମନ୍ତ୍ରଂ କୁ ଯପ କରନ୍ତୁ ।drshytryjiry

ହେଲେ ଏଠାରେ କହିବା ପାଇଁ ଚାହିଁବୁ କି ଏହି ମନ୍ତ୍ରଂ କୁ ସମସ୍ତେ ଜାଣି ନାହାଁନ୍ତି । ତେଣୁ କରି ଆପଣ ମାନେ ଏହି ଚାରୋଟି ଅକ୍ଷର କୁ ଲେଖନ୍ତୁ ଏବ୍ଂ ସେହି ବାକ୍ସ ରେ ପକାନ୍ତି ତେବେ ଦେଖିବେ ଗହଣା ବାକ୍ସ ରେ ଯଦି ଅଳ୍ପ ଗହଣା ରହି ଥିବ ତେବେ ନିଶ୍ଚିତ ଭାବେ ବଢି ଯିବ ଆମେ ଆପଣ ମାନଙ୍କୁ ଏହି କଥା କହିବାର କାରଣ ହେଲା ସେହି ସୁନା ବେଶ ଦିନ ରେ ସୁନା ରେ କଳି ବାସ କରନ୍ତି ଶାସ୍ତ୍ର ଅନୁସାରେ ଯଦି ଆପଣ ମାନେ ସେହି ଦିନ ଏହି କାର୍ଯ୍ୟ କୁ କରନ୍ତି, ତେବେ ଘରେ ଧନ ଧାନ୍ୟ ସଂମ୍ପର୍ଣ୍ଣ ଭାବେ ପୂର୍ଣ୍ଣ ହୋଇ ଥାଏ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *