ବର୍ତମାନ ସମୟ ରେ ବର୍ଷ 2021 ଆସିବା ପାଇଁ ଯାଉଛି ଏବଂ ଏଠାରେ ଆମେ ସିହଂ ରାଶି ଙ୍କ ଭାଗ୍ୟ ଏବଂ ସଂମ୍ପର୍ଣ୍ଣ ରାଶିଫଳ ଉପରେ କଥା ହେବାକୁ ଚାହିଁବୁ ସେମିତି ରେ ପ୍ରଥମେ ଏହି ରାଶି ମାନଙ୍କ ବିଶେଷ ଗୁଣ ଜାଣି ନେବା ଆବଶ୍ୟକ ଅଟେ ଏମାନେ ସାଧାରଣ ଭାବେ ଲିଡର ଫ୍ରେଣ୍ଡ ର ହୋଇ ଥାନ୍ତି , ଏମାନେ ସାଧାରଣତଃ ଲୋକ ମାନଙ୍କୁ ସପୋର୍ଟ କରି ଥାନ୍ତି , ସାମାଜିକ କାର୍ଯ୍ୟରେ ସେମାନେ ଇଚ୍ଛା ଅନୁସାରେ ଭାଗ ନିଅନ୍ତି ଏମାନେ ସାଧାରଣତଃ ଧାର୍ମିକ ପ୍ରବୃତି ର ହୋଇ ଥାନ୍ତି ,ଏମାନଙ୍କ ସହିତ କେହି ଯୁକ୍ତି ରେ ପାରନ୍ତି ନାହିଁ । ବନ୍ଧୁଗଣ ଜଣେଇବା ପାଇଁଁ ଚାହିଁବୁ କି ଏହି ବର୍ଷ ଟି ଏମାନଙ୍କ ପାଇଁ ବହୁତ ଭଲ ରହିବ
ସେମାନେ ହାତ ଦେଉ ଥିବା ସମସ୍ତ କାର୍ଯ୍ୟ ସଂମ୍ପର୍ଣ୍ଣ ହେବା ସହିତ ସେମାନଙ୍କ ଗୃହ କୁ ବିଭିନ୍ନ ପ୍ରକାରର ଖୁଶି ଖବର ଆସିବ ସେହି ପରି ଭାବେ କୈଣସି ନୂଆ ଭାଗି ଦାରୀ କାର୍ଯ୍ୟ ରେ ଆପଣ ମାନେ ଯୋଗ ଦେବେ । ଆପଣ ମାନେ ଏହି ଦିନ ରେ ନୂଆ ନୂଆ ମିତ୍ର କରିବା ପାଇଁ ଆଗ୍ରହ ପ୍ରକାଶ କରିବେ, ଆର୍ଥିକ ଉନ୍ନତି ପାଇଁ ଆପଣ ମାନେ ନୂତନ ଯୋଜନା କରିବେ । ଆପଣ ମାନଙ୍କ କାର୍ଯ୍ୟ ପ୍ରଣାଳୀ ରେ ସୁଧାର ଆସିବ, ଏହି ସମୟ ଠାରୁ ଆପଣ ମାନେ ଯେକୈଣସି ବି ନୂଆ କାର୍ଯ୍ୟ ର ଆରମ୍ଭ କରି ପାରିବେ ,ଆପଣ ମାନଙ୍କ ମାନ ସମ୍ମାନ ରେ ବୃଦ୍ଧି ହେବ,
କିଛି ପ୍ରଭାବ ଶାଳୀ ବ୍ୟକ୍ତି ମାନଙ୍କ ବହୁତ ଭଲ ସଂମ୍ପର୍କ ବଢିବ, ଆପଣ ମାନଙ୍କ ଗୃହ ରେ ଛୋଟ ପିଲା ଆସିବାର ରହିଛି, ତଥା ଏହା ସହିତ ଘରେ ଖୁସି ର ବାତାବରଣ ସବୁ ସମୟ ରେ ଦେଖିବା ପାଇଁ ମିଳିବ ,ସିହଂ ରାଶି ରେ ଏହି ବର୍ଷ ଚତୁର୍ଥ ସ୍ଥାନ ରେ ବୁଧ ଏବଂ କେତୁ ରହିଛନ୍ତି ଏମାନେ ଏକତ୍ର ରହି ଥିବା ହେତୁ ଏହି ଦିନରେ ଏମାନଙ୍କ ମାତା ପିତାଙ୍କ ସ୍ୱାସ୍ଥ୍ୟ ରେ ଅନେକ ପରିବର୍ତନ ଦେଖିବା ପାଇଁ ମିଳିବ , ଏଠାରେ ଆପଣ ମାନଙ୍କୁ ମାତା ପିତାଙ୍କର ବିଶେଷ ଯତ୍ନ ନେବାକୁ ପଡିବ , କାରଣ ଏମାନଙ୍କ ଛୋଟ ରୋଗ ସମସ୍ୟା ସମାଧାନ ହେବାକୁ ଜାଉଛି ସେହି ପରି ଆପଣ ମାନଙ୍କର ଏହି ଦିନ ରେ ସଂମ୍ପତୀ ଜନିତ ଦୋଷ ବି ସଂମ୍ପର୍ଣ୍ଣ ଭାବେ ଦୂରହେବ ଆପଣ ମାନଙ୍କ ରୋକି ରହି ଥିବା କାମ ସଫଳ ହେବ