ପିରିଅଡ୍ ସମୟ ରେ ମହିଳା ମାନଙ୍କ ଠାରେ ପେଟ କାଟିବା ବାନନ୍ତି ଲାଗିବା ଭଳି ବିଭିନ୍ନ ସମସ୍ୟା ଦେଖିବା ପାଇଁ ମିଳେ । ସେହି ପରି ଭାବେ ବନ୍ଧୁଗଣ ସେହି କଥା ରେ ଏମିତି ଭାବନ୍ତି କି ଏହି ସମୟ ରେ ଶାରୀରିକ ସଂମ୍ପର୍କ ରଖିବା ବହୁତ ସୁରକ୍ଷିତ ବୋଲି କିଛି ଝିଅ ମାନେ କହି ଥାନ୍ତି ହେଲେ ଗୋଟିଏ ରିସର୍ଚ୍ଚ ରୁ ଜଣା ପଡିଛି କି ସେହି ସମୟ ରେ ଶାରୀରିକ ସଂମ୍ପର୍କ ରଖିବା ସଂମ୍ପର୍ଣ୍ଣ ଭାବେ କ୍ଷେତି କାରକ ଅଟେ । ସେମିତି ରେ ପିରିଅଡ୍ ସମୟ ରେ ସେକ୍ସ କରିଲେ ଗର୍ଭ ଧାରଣ ର ସମ୍ଭାବନା ରେହ ନାହିଁ ବୋଲି ବହୁତ ମହିଳା ମାନେ ଭାବନ୍ତି ହେଲେ ଏହା ସଠିକ୍ ନୁହେଁଁ ବରଂ ଏହି ସମୟ ରେ ଗର୍ଭାଶୟ ଖୋଲା ରହି ଥିବାରୁ ଏହି ସମୟ ରେ ଗର୍ଭବତୀ ହେବାର ବହୁତ ସମ୍ଭାବନା ରହି ଥାଏ ଏବଂ ପିରିଅଡ୍ ସମୟ ରେ ମହିଳା ମାନଙ୍କୁ ସେକ୍ସ କରିବା ପାଇଁ ଅଧିକ ଇଚ୍ଛା ହୋଇ ଥାଏ ।
ସେହିଥି ପାଇଁ ସେମାନଙ୍କୁ ବିଷେଶ ସାବଧାନତା ଦରକାର ଯଦି ଆପଣ ମାନେ ଏହି ସମୟ ରେ ସେକ୍ସ କରୁ ଥାନ୍ତି ତେବେ ଆପଣ ମାନଙ୍କୁ ବହୁତ ଗୁଡିଏ ପ୍ରିକ୍ୟୁୟସନ୍ ଜରୁରୀ ହୋଇ ଥାଏ । ପିରିଅଡ ସମୟ ରେ ସେକ୍ସ ଦ୍ୱାରା ମହିଳା ମାନଙ୍କ ମାନଙ୍କ ପ୍ରଭାବ ପଡେ ଏହି ସମୟ ରେ ଆପଣ ମାନେ ସେକ୍ସ କରିଲେ ପେଟ କାଟିବା ଏବଂ ବାନ୍ତି ଲାଗିବା ଭଳି ସମସ୍ୟା ଅଧଧିକ ସମୟ ଯାଏ ଦେଖିବା ପାଇଁ ମିଳେ ।
ତେବେ ବନ୍ଧୁଗଣ ଜାଣି ପାରିଲେ କି ପିରିଅଡ ସମୟ ରେ ସେକ୍ସ କରିଲେ କଣ ଅସୁବିଧା ହୋଇ ଥାଏ । ସେହି ପରି ବେଳେ ବନ୍ଧୁଗଣ କିଛି ଲୋକ ମାନେ କିଛି ଅନ୍ଧ ବିଶ୍ୱାସ ରେ ରହି ଥାନ୍ତି କି ମହିଳା ମାନଙ୍କ ପିରିଅଡ ସମୟ ରେ ଯଦି ସେମାନେ ସେମାନଙ୍କ ସହିତ ସସଂମ୍ପର୍କ ସ୍ଥାପନା କରିବେ ତେବେ ମହିଳା ମାନେ ଗର୍ଭବତୀ ହେବାର କୈଣସି ବି ଆଶଂକା ରହି ନ ଥାଏ ବୋଲି ସେମାନେ ଭାବି ଥାନ୍ତି ।
ହେଲେ ଆମେ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହା ସଂମ୍ପର୍ଣ୍ଣ ଭାବେ ଭୁଲ ଅଟେ କିଛି ଡାକ୍ତର ମାନଙ୍କ ରିସର୍ଚ୍ଚ ଅନୁସାରେ ଆପଣ ମାନେ ସେହି ସମୟ ରେ ସଂମ୍ପର୍କ ରଖିଲେ ପାର୍ଟନର ଆପଣ ମାନଙ୍କ ଦ୍ୱାରା ଗର୍ଭବତୀ ହେବବାର ବହୁତ ଆଶଂକା ରହି ଥାଏ ଏବଂ ସେ ଏମିତି ସମୟ ରେ ବିଭିନ୍ନ ପ୍ରକାରର ଅସୁବିଧା ର ସାମ୍ନା ଯେପରି କି ଜ୍ୱଳା ପୋଡା ସହିତ ସେମାନଙ୍କ ତଳି ପେଟ ରେ କଷ୍ଟ ମଧ୍ୟ ଅନୁଭବ କରି ଥାନ୍ତି , ସେହିଥି ପାଇଁ କେବେ ବି ମହିଳା ମାନଙ୍କ ପିରିୟଡ ସମୟ ରେ ସେମାନଙ୍କ ସହିତ ସଂମ୍ପର୍କ ରଖିବା ମୋଟେ ବି ଠିକ୍ ନୁହେଁ ।