ଏହି ୫ଟି ରାଶି ଉପରେ ଖୁସି ହେଲେ ହନୁମାନ,ଆଜିଠାରୁ କୋଟିପତି ହେବେ ଏହି ରାଶି |

hanuman

ପ୍ରଭୁ ହନୁମାନ ଙ୍କ ଭକ୍ତମାନଙ୍କ ଉପରେ କଦାପି ସଙ୍କଟ ଆସିନଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ୫ଟି ରାଶିରେ ପ୍ରଭୁ ହନୁମାନ ଙ୍କ କୃପା ଦୃଷ୍ଟି ରହିବ। ଆଧ୍ୟତ୍ମକ ଦିଗରେ ମନ ଲାଗିରହିବ । ରବିଙ୍କ ପ୍ରଭାବରେ କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମାସନ୍ତୋଷ ଲାଭ କରିବେ । କାମରେ ଅଧିକ ସମୟ ଯିବ । ବ୍ୟବସାୟରେ କଥାବାର୍ତ୍ତା ସଂଯୋମତା ରଖନ୍ତୁ; ଲାଭ ହେବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ ।

ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ବାଦବିବାଦ ଓ ମାଲିମକଦ୍ଦମାରେ ରାୟ ଆପଣଙ୍କ ସପକ୍ଷରେ ରହିବ । ମହିଳାମାନେ ନିଜର ଧୈର୍ଯ୍ୟ ଓ ସହନଶୀଳତା ଯୋଗୁଁ ପ୍ରଶଂସିତ ହେବେ । ପ୍ରେମ ପ୍ରସଙ୍ଗ ବେଶ ମଧୁର ରହିବ ।

hanuman

ବିଶେଷ କାର୍ଯ୍ୟ ପୂରା କରିବାରେ ଟିକେ ବିଳମ୍ବ ହୋଇପାରେ । ରାଶିରେ ରାହୁ ଓ ସପ୍ତମସ୍ଥ ଏକାଧିକ ଗ୍ରହ ହେତୁ ବିବାଦୀୟ ଘଟଣାର ସମାଧାନ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅମୀମାଂସିତ ରହିବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଅଫିସରେ ଗୁରୁତ୍ଵପୂର୍ଣ୍ଣ ଫଇସଲା ନେଇ ପାରନ୍ତି । କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଆଦେଶାନୁସାରେ ହଠାତ୍‌ ଦୂରକୁ ଯିବାକୁ ପଡ଼ିପାରେ ।

ଘରୋଇ ଜିନିଷ କିଣିବାରେ ପଇସା ଅଧିକ ଖର୍ଚ୍ଚ ହେବ । ବିବାହିତାଙ୍କୁ ପାରିବାରିକ ଖୁସି ମିଳିବ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ମହିଳାମାନେ ବ୍ୟବସାୟରେ ପ୍ରଚୁର ଲାଭ କରିବେ ଓ ରାଜନୀତିରେ କୃତକାର୍ଯ୍ୟ ହେବେ ।ନୂଆ କାମଧନ୍ଦା ସମ୍ବନ୍ଧରେ ବିଚାର କରିବା ଲାଗି ଦିନଟି ଭଲ । ରବିଙ୍କ ଶୁଭ ସଂସ୍ଥିତିରୁ କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରି କେତେକାଂଶରେ ଆଶ୍ୱସ୍ତି ଅନୁଭବ କରିବେ । ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ ।

hanuman rashi

ଆଜି ଅଫିସିରେ କୌଣସି ସହକର୍ମୀମାନଙ୍କ ସହ ଉଚ୍ଚବାଚ ଘଟିପାରେ । ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ହେବ । ବୈବାହିକ ଜୀବନରେ ମଧୁରତା ଆସିବ ।ତେବେ ଏହି ଭାଗ୍ୟଶାଳୀ ୫ଟି ରାଶି ହେଉଛନ୍ତି ମକର ରାଶି, ସିଂହ ରାଶି, ମିଥୁନ ରାଶି, କୁମ୍ଭ ରାଶି, ତୁଳାରାଶି । ବଜରଙ୍ଗ ବଲୀ ଙ୍କୁ ପ୍ରତିଦିନ ସ୍ମରଣ କରି ନିଜ କାର୍ଯ୍ୟ ଆରମ୍ଭ କରନ୍ତୁ ।

ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Love To Share

Leave a Reply

Your email address will not be published. Required fields are marked *