ବିବାହିତ ମହିଳା ଏହି ଜିନିଷ ପିନ୍ଧିଲେ ରାତାରାତି ହେବ ବିଧବା ଜାଣି ରଖନ୍ତୁ ଥରେ

fgjhgjjkug

ବିବାହିତ ମହିଳା ମାନେ କେବେ ବି ଏହି ତିନୋଟି ଗହଣା କେବେ ବି ପିନ୍ଧିବା ଦରକାର ନୁହେଁ । ହିନ୍ଧୁ ଧର୍ମ ର ସଂକୃତି ରେ ବାସ୍ତୁ ଶାସ୍ତ୍ର ର ବହୁତ ଅଧିକ ପରିମାଣ ରେ ମହତ୍ୱ ରହିଛି । ଆମେ ଏଠାରେ ଯେକୈଣସି ବି କାର୍ଯ୍ୟ କରି ଥାନ୍ତି ତେବେ ତା ପୂର୍ବ ରୁ ଆମେ ମାନେ ବାସ୍ତୁ ହିସାବ ରେ ହିଁ କାର୍ଯ୍ୟ କରି ଥାନ୍ତି ଜାହା ଫଳ ରେ ଆମକୁ ଭବିଷ୍ୟତ ରେ କୈଣସି ପ୍ରକାରର ଅସୁବିଧା ହୋଇ ନ ଥାଏ  ଯଦି ଆପଣ ମାନେ ଏମିତି ମାନ୍ୟତା କୁ କେବେ ବି ମାନନ୍ତି ନାହିଁ ତେବେ ଆମ ମାନଙ୍କ ଜିବନ ରେ ବହୁତ ପରିମାଣ ରେ ନାକାରାତ୍ମକ ପ୍ରଭାବ ପଡି ଥାଏ । ଏହା ସହିତ ସେମାନଙ୍କ ପରିବାର ଲୋକ ମାନଙ୍କୁ ବି ବହୁତ ଅସୁବିଧା ର ସାମ୍ନା କରିବା ପାଇଁ ପଡେ ।ବହୁତ ସମରେ ଆପଣ ମାନଙ୍କ ଭଲ ସଂମ୍ପର୍କ କଟି ଯାଏ ।gfjfhlS

ତେବେ ସେମିତି ରେ ଆଜି ଆମେ ଆପଣ ମାନଙ୍କୁ ସେହି ତିନୋଟି ଗହଣା ବିଷୟରେ କହିବୁ । ଜାହା ପିନ୍ଧିବା ଦ୍ୱାରା ବି କିଛି ଏମିତି ହିଁ ପ୍ରଭାବ ଆପଣ ମାନଙ୍କ ଉପରେ ପଡି ଥାଏ ପ୍ରଥମେ ରହିଛି କଳା ଚୁଢୀଆପଣ ମାନଙ୍କୁ ସୂଚନା ଯୈଗ୍ୟ କରାଇ ଦେବୁ କି କେବେ ବି ମହିଳା ମାନଙ୍କୁ କଳା ରଙ୍ଗ ର ଚୁଡି କୁ ପିନ୍ଧିବା କଥା ନହେଁ ।ଏପରି କରିବା ଶନିଦେବ ଙ୍କକୁଦୃଷ୍ଟି କୁ ଘରକୁ ଆଣିବା ସହିତ ସମାନ ହୋଇ ଥାଏ । ଏବଂ ପରେ ସେମାନଙ୍କୁ ବହୁତ କଷ୍ଟ ର ସାମ୍ନା କରିବା ପାଇଁ ପଡେ  ସେହି ପରି ଦ୍ୱତୀୟ ନମ୍ବୂର ରେ ପାଦ ରେ ସୁନା ଜିନିଷ ପିନ୍ଧିବାdhftukh

ଏହି ଆଧୁନିକ ଯୁଗ ରେ ଆପଣ ମାନେ ଜାଣି ଥିବେ ସୂର୍ଣ୍ଣ ର ବ୍ୟବହାର ବହୁତ ପରିମାଣ ରେ ହୋଇ ଥାଏ  ହେଲେ କଣ ଆପଣ ମାନେ ଏହା ଜାଣିଛନ୍ତି ଏହି ସୂର୍ଣ୍ଣ ରେ ତିଆରୀ ପାଉଁଜୀ ବା ଝିଣ୍ଟିଆ କୁ ଯଦି ଆପଣ ମାନେ ଗୋଡରେ ପିନ୍ଧନ୍ତି । ତେବେ ତାହା ସ୍ୱୟଂ ଭଗବାନ କୁବେର ଙ୍କ ଅପମାନ ହେବା ସହିତ ସଦୃଶ ହୋଇ ଥାଏ କାରଣ କୁବେର ସ୍ୱର୍ଣ୍ଣ ରେ ବାସ କରନ୍ତି ସେହିପରି ବେଳେ ଧଳା ରଙ୍ଗର ସାଢି ବି କେବେ କୈଣସି ମହିଳା ମାନଙ୍କୁ ବ୍ୟବହାର କରିବା କଥା ନୁହେଁ କାରଣ ଏହି ପରି ବେଳେ ଆପଣ ମାନଙ୍କ ତଥା ନିଜରSdgsfjigil

ପତି ଉପରେ ବହୁତ ପରିମାଣ ରେ ପ୍ରଭାବ ଦେଖିବା ପାଇଁ ମିଳେ । କହିବା ପାଇଁ ଚାହିଁବୁ କି ଆପଣ ମାନଙ୍କୁ କି ଧଳା ରଙ୍ଗ ର ସାଢୀ କେବଳ ବିଧବା ମହିଳା ମାନଙ୍କୁ ହିଁ ପିନ୍ଧିବା ଦରକାର ତେବେ ସେହି ପରି କ୍ଷେତ୍ର ରେ ଆପଣ ମାନେ ବ୍ୟବହାର କରିବେ ତେବେ ଏହା ନିଜର ପତି ର ଅପମାନ କରିବା ସହିତ ସମାନ ହୋଇ ଥାଏ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *