ଆଜିର ଟୋପିକ ହେଉଛି ଗାଁ ଝିଅ ଙ୍କୁ କେମିତି ପଟେଇବା , ନିଜ ଗାଁ ର ଝିଅ ହେଉ କିମ୍ବା ଅନ୍ୟ ଗାଁ ର ଝିଅ ତାଙ୍କୁ ପଟେଇବା ର ଉପାୟ ଆଜି କହିବି ଆଜିକାଲି ଗାଁ ଝିଅ ଆଉ ଗାଁ ଝିଅ ହେଇକି ନାହାନ୍ତି ମାନେ ସହର ଝିଅ ଭଳି ମୋଡନ ହେଲେଣି ସବୁ ଜନିଲେଣି ତ ସେଥିପଇଁ ଗାଁ ଝିଅ ପଟେଇବା ଏତେବି କଷ୍ଟ ନୁହେଁ ଆଉ ଗୋଟିଏ କଥା ମୋନରଖ ଗାଁ ଝିଅ ମାନଙ୍କୁ ଯେ କୌଣସି ପୁଅ ପଟେଇ ପାରିବ କାହିଁକି ନା ସେମାନଙ୍କୁ ପଟେଇବା ପାଇଁ ତୁମ ହୃଦୟ ଭଲ ଆଉ ଟିକେ ଖୋଲା ମାଇଣ୍ଡ ରେ ହୋଇଥିବା ଦରକାର । ସେଥିପାଇଁ ମୁଁ କହୁଥିବା ଉପାୟ ଗୁଡ଼ିକ ମନେ ରଖିବେ ତ ଯେ କୌଣସି ଝିଅ କୁ ପଟେଇ ପାରିବ ।
ଉପାୟ ନମ୍ୱର୍ –1 ପ୍ରଥମେ ତୁମକୁ ଝିଅ ସହିତ friendship କରିବାକୁ ପଡ଼ିବ କାହିଁକି ନା ପ୍ରେମ ପ୍ରଥମେ ବନ୍ଧୁତା ରୁ ଆରମ୍ଭ ହୋଇଥାଏ ,ପ୍ରଥମେ ବନ୍ଧୁତା କରିଦିଅ ଯଦି ସେ ତୁମ ସହ ସ୍କୁଲ ବା କଲେଜ ରେ ପଢୁଛି ତାହେଲେ ତ ଅତି ସହଜରେ ବନ୍ଧୁତା ହୋଇଯିବ ଯଦି ବା ହଉନି ତାହେଲେ 2 ନମ୍ୱର୍ ଉପୟକୁ ଫୋଲ କରିବ । ନମ୍ୱର୍ –2 ଝିଅ ର ଘରର ଆଖ ପାଖରେ ଥିବା କିଛି ପୁଅ ପିଲାଙ୍କ ସହ ତୁମକୁ ବନ୍ଧୁତା କରିବାକୁ ପଡ଼ିବ କାହିଁକି ନା ଯଦି ତୁମେ ଝିଅ କୁ ପଟେଇବା ଚାହୁଁଛ ତାହେଲେ ତୁମକୁ ଏମିତି କିଛି କରିବାକୁ ପଡ଼ିବ ଯେମିତିକି ସେ ଝିଅ ତୁମକୁ ବାରମ୍ବାର ନୋଟିସ କରି ପାରିବ ,
ବାରମ୍ବାର ଦେଖିବା ତା ଛଡା ତମେ ତା ଘର ଆଗରେ ଛିଡା ହୋଇ ଲାଇନ୍ ତ ମାରିପରିବନି ନାଁ ଯଦି ବା ଏମିତି କରୁଛ ସେ ଝିଅ ତୁମକୁ ନୋଟିସ କରିବା ପୂର୍ବରୁ ସାହି ପଡିଶା ଲୋକେ ତୁମକୁ ଜାଣି ଯାଇଥିବେ କି ତମେ ଲାଇନ୍ ମାରିବା ପାଇଁ ଛିଡା ହୋଇଛ ବେଷ୍ଟ୍ କଥା ହେଉଛି ସେ ଝିଅ ଘର ର ଆଖ ପାଖ ପୁଅ ମାନଙ୍କ ସହ ବନ୍ଧୁତା କରିଦିଅ ଆଉ ତୁମକୁ କେହି ସନ୍ଦେହ କରିବେ ନାହିଁ ।
ନମ୍ୱର୍ –3 ଯଦି ସେ ଝିଅ ତୁମକୁ ନୋଟିସ କରିବନି ଦେଖିବନୀ ତାହେଲେ ସିଏ ପଟିନି ସେଥିପାଇଁ ତମେ ତାଙ୍କ ସାହି କୁ ତମ ସାଙ୍ଗ ସହ ମିଶିବାକୁ ଆସିବ ଯେ ପର୍ଯ୍ୟନ୍ତ ସେ ତୁମକୁ ଦୁଇରୁ ତିନିଥର ଦେଖିନି ସେ ପର୍ଯ୍ୟନ୍ତ ତମେ ଜୀବନୀ ମାନେ ସେ ଝିଅ ଜାଣିବା ଦରକାର କି ତମେ ତା ପାଇଁ ହିଁ ସେ ସାହି କୁ ଆସିଛ ତାକୁ ଦେଖୁଛ ଆଉ ଏମିତି କିଛି ଦିନ ହେଲା ପରେ ସେ ତୁମ ଉଦ୍ଦେଶ୍ୟ ଠିକ୍ ଜାଣି ପାରିବ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।