ବନ୍ଧୁଗଣ ଚାକିରୀ ଦେବାକୁ କହି ମହିଳା ଙ୍କ ସହିତ ଅଫିସର କରିଲେ ଏମିତି କିଛି କାମ ଜାହା ଆପଣ ମାନେ ଜାଣିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ ତେବେ ସଂମ୍ପର୍ଣ୍ଣ ଘଟଣା ଟି ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ ତେବେ ଆପଣ ମାନେ ଏହି ବିଷୟ ରେ ଜାଣିବା ପାଇଁ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ସେମିତି ରେ ଆପଣ ମାନେ ଜାଣି ଥିବେ ଦେଶ ରେ ବଳତ୍କାର ଘଟଣା ଅତି ସାଧାରଣ ହୋଇ ଗଲାଣୀ ଏବଂ ଅନେକ ସମୟ ରେ ନାରୀ ମାନଙ୍କ ପଛରେ ରହି ଥିବା ଏହି ବଳତ୍କାର ପଛରେ ଅର୍ଥ ବଡ କାରଣ ରହିଛି ଏବଂ ଦେଶ ରେ ଏମିତି ଅନେକ କେସ୍ ଦେଖିବା ପାଇଁ ମିଳିଛି ଏବଂ ଏହି ଦିନ ରେ ବି ବନ୍ଧୁଗଣ ସେମିତି ଗୋଟିଏ ଘଟଣା ଦେଖିବା
ପାଇଁ ମିଳିଛି ଯେଉଁ ଠାରେ କିଛି ସମୟ ର ସୁଖ ପାଇଁ ଏକ ଝିଅ ର ଜିବନ କୁ ନଷ୍ଟ କରି ଦେଇଛନ୍ତି । ସେମିତି ରେ ସାଧାରମ ଭାବେ ଆମ ଦେଶ ରେ ଝିଅ ମାନଙ୍କୁ ପାଠ ପଢିବା ପାଇଁ ଅନୁମତି ଦିଆ ଜାଉ ନ ଥିବା ବେଳେ ଆଗାମୀ ସମୟ ରେ ସେମାନେ ପାଠ ପଢୁ ନ ଥିଲେ ହେଲେ ଏବେକା ସମୟ ରେ ନାରୀ ମାନେ ସବୁ କିଛି କ୍ଷେତ୍ର ରେ ଆଗକୁ ବଢିବା ରେ ଲାଗିଛନ୍ତି ଏବଂ ସେମାନେ ସବୁ କିଛି କରିବାର ସାମର୍ଥ୍ୟ ରଖୁ ଛନ୍ତି , ତେବେଏହି ଦିନରେ ଆସି ଥିବା ଘଟଣା ଅନୁସାରେ ଭୋପାଳ ରେ ରେଳ ଅଫିସର ଭାବେ ଝିଅ କୁ ଚାରିକୀ ଦେବା ନେଇ କହିଛନ୍ତି ଏକ ଯୁବକ ଏବଂ ପରେ ସାମୁହୀକ ଭାବେ ଦୁସ୍କର୍ମ କରିଛନ୍ତି
, ଏବଂ ଏହି କାମ ରେ ବନ୍ଧୁଗଣ ସେହି ଯୁବକ ଜଣଙ୍କ ଏକା ନୁହେଁ ବରଂ ତାର ଦୁଇ ସାଙ୍ଗ ମାନଙ୍କୁ ନେଇ ଆସି ଏମିତି କର୍ମ କରି ଥିବାର ଦେଖିବା ପାଇଁ ମିଳିଛି । ଏବଂ ଝିଅ ଙ୍କର କହିବା ଅନୁସାରେ ଗୋଟିଏ ମାସ ତଳେ ରାଜେସ୍ ତିୱାରୀ ନାମକ ଜଣେ ଯୁବକ ଙ୍କ ସହିତ ଫେସବୁକ ରେ କଥା ହୋଇ ଥିଲା ଏବଂ ପରେ ରାଜେସ୍ ଚାକିରୀ ଦେବା କହି କରି ତାଙ୍କୁ ଭୋପାଳ ଡାକି ଥିଲେ ଏବଂ ଏମିତି ବେଳେ ସେହି ଝିଅ ଟି ଭୋପାଳ ରେ ଜାଇ ପହଚି ଥିଲେ ଏବଂ ରାଜେସ୍ ତାଙ୍କୁ ଏକ ଭିଆଇପି ଗେଷ୍ଟ ହାଉସ୍ ରେ ରଖି ଥିଲେ ଏବଂ ରାତି ରେ ତାର ଦୁଇ ସାଙ୍ଗ କୁ ସେଠାକୁ ଡାକି ଥିଲେ ଏବଂ
ସେହି ଯୁବତୀ ଙ୍କ ସହିତ ଏମିତି ଭାବେ ଦୁସ୍କର୍ମ କରି ଥିବା ର ସେହି ଯୁବତୀ ଜଣଙ୍କ କହି ଥିବାର ଦେଖିବା ପାଇଁ ମିଳିଛନ୍ତି । ଏବଂ ଏବେ ଝିଅ ଟି ଏମିତି କିଛି ଅତ୍ୟାଚାର ସହିବା ପରେ ଝିଅଟି ଖସି ଜାଇ ସେଠାରୁ ଭୋପାଳ ପୋଲିସ୍ ଷ୍ଟେସନ ରେ କମ୍ପଲେନ୍ କରି ଥିଲା ଜାହା ପରେ ପରେ ଏବେ ସେହି ତିନି ଜଣ ଯୁବକ ଙ୍କୁ ପୋଲିସ୍ ଆରେଷ୍ଟ କରିଛି , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।