ବନ୍ଧୁଗଣ ମନୁଶ୍ୟ ର ଭାଗ୍ୟ ଚମକିବା ପୂର୍ବ ରୁ ଭଗବାନ ନିଶ୍ଚିତ ଦେଇ ଥାନ୍ତି ଏହି ସବୁ ସଂଙ୍କେତ ଏହି ମଧ୍ୟ ରୁ ଗୋଟିଏ ସଂଙ୍କେତ କେବେ ବି କାହାକୁ ମିଳି ଥାଇ ପାରେ କଣ ସେହି ବ୍ୟକ୍ତି ମାନେ ଆପଣ ଅଟନ୍ତି କି ତେବେ ଆସନ୍ତୁ ଜାଣିବା ସେହି ସବୁ ସଂଙ୍କେତ ବିଷୟ ରେ ମନୁଶ୍ୟ ର ଭାଗ୍ୟ ଚମକିବା ପୂର୍ବ ରୁ ଭଗବାନ ନିଶ୍ଚିତ ଦେଇ ଥାନ୍ତି , ପୁରୁଣା ଯୁଗ ରୁ ଏହି କଥା ଚଳି ଆସିଛି କି ଉପର ବାଲା ଯେତେ ବେଳେ ଦେଇ ଥାଏ ତେବେ ସେ ଛପର ଫାଡି ହିଁ ଦେଇ ଥାଏ । ଭଗବାନ ଙ୍କ କୃପା ଏବଂ ମନୁଶ୍ୟ ର ଭଆଗ୍ୟ ର ସାଥ ଯଦି କୈସି ବ୍ୟକ୍ତି ଙ୍କୁ ମିଳେ ତେବେ ସେହି ବ୍ୟକ୍ତି ଙ୍କୁ ଉପର କୁ ଉଠିବା ପାଇଁ କେହିବି ରୋକି ପାରିବେ ନାହିଁ କିନ୍ତୁ
କଣ ଆପଣ ମାନେ ଏହି କଥା କୁ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି । ଭଗବାନ ମଧ୍ୟ କୈଣସି ବ୍ୟକ୍ତି ର ସଫଳ ହେବା ପୂର୍ବ ରୁ ଏହି ତିନୋଟି ସଂଙ୍କେତ ଦେଇ ଥାନ୍ତି, ତେବେ ଆସନ୍ତୁ ଏହି ବିଷୟ ରେ ଜାଣି ନେବା । ପ୍ରଥମ ସଂଙ୍କେତ ଟି ହେଲା ଯେଉଁ ବ୍ୟକ୍ତି ର ନିନ୍ଦ ଅଚାନକ ଭାବେ ରାତ୍ରୀ ତିନି ଟା ରେ ଖୋଲି ଥାଏ, ଏବଂ ଏହା ଗୋଟିଏ ଦିନ ନୁହେଁ ବରଂ ବହୁତ ଦିନ ଏମିତି ହୋଇ ଥିଲେ ଆପଣ ମାନେ ଏହାକୁ ସାଧାରଣ କଥା ବୋଲି ଭାରନ୍ତଚୁ ନାହିଁ ବରଂ ଏହା ଆପଣ ମାନଙ୍କୁ କୋଟି ପତି ହେବା ର ତଥା ଆପଣ ମାନଙ୍କ ସବୁ କିଛି ସ୍ୱପ୍ନ ପୂରଣ କରିବାର ସଂଙ୍କେତ ହୋଇ ଥାଏ ସେହି ପରି ବେଳେ ଆପଣ ମାନେ
ଯଦି ଏହି ତିନିଟା ରେ ହଠାତ୍ ମାତ୍ରେ ଉଠନ୍ତି ତେବେ ସେହି ସମୟ ରେ ଆପଣ ମାନେ ମାଗି ଥିବା ମନସ୍କାମନା ସବୁ ବେଳେ ପୂର୍ଣ୍ଣ ହୋଇ ଥାଏ ସେହି ପରି ଭାବେ ଯେଉଁ ମାନଙ୍କ ସ୍ୱପ୍ନ ରେ ଉଚ୍ଚ ପର୍ବତ ଦେଖିବା ପାଇଁ ମିଳେ । ତେବେ ସେମିତି କ୍ଷେତ୍ର ରେ ବି ଆପଣ ମାନେ ଜାଣନ୍ତୁ ଆପଣ ମାନଙ୍କ ପାଇଁ କିଛି ଶୁଭ ଖବର ରହିଛି ବୋଲି ଏବଂ ଆପଣ ମାନେ ସେହି ପରି ବେଳେ ଆପଣ ମାନେ ଯଦି କେବେ କୈଣସି ଝରଣା ରୁ ବହୁ ଥିବା ଜଳ ଧାରା ରୁ ଜଳ ପିଇ ଥାନ୍ତି ।
ତେବେ ବି ଆପଣ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ଆଶ୍ରୀବାଦ ମିଳିବା ତଥା ଆପଣ ମାନଙ୍କୁ ମାନ ସମ୍ମାନ ସହିତ ଧନ ଆୟ କରିବା ର ଯୋଗ ରହି ଥାଏ ସେହି ପରି ବେଳେ କେବେ ଯଦି ଆପଣ ମାନଙ୍କ ସ୍ୱପ୍ନ ରେ ଦେବା ଦେବତା ଙ୍କ ଦର୍ଶନ ହୁଏ । ଏବଂ ସେମାନେ ଆପଣ ମାନଙ୍କୁ ଆଶ୍ରୀବାଦ ଦେଉଛନ୍ତି ତେବେ ଆପଣ ମାନେ ଜଣେ ସାଧାରଣ ଲୋକ ବୋଲି ଭାବନ୍ତୁ ନାହିଁ , ଆପଣ ମାନେ ଗୋଟିଏ ଦେବ ଅଂଶ ଅଟନ୍ତି ,ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।