ମାୟା ସିରିଏଲ ର ଏହି ଅଭିନେତ୍ରୀଙ୍କ ପରିବାରରେ କିଏ କିଏ ଅଛନ୍ତି ଜାଣନ୍ତୁ ।

Tv Actress Ambikalove

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆମେ ଆଜି ଦେଖିବା ଓଡିଆ ଟିଭି ସିରିଏଲ ମାୟା ଜାହା ବର୍ତମାନ ସମୟ ରେ ତରଙ୍ଗ ଟିଭି ରେ ପ୍ରଶାରିତ ହେଉ ଥିବା ବେଳେ ସେହି ଥିରେ କାମ କରୁ ଥିବା ବା ବର୍ତମାନ ସମୟ ରେ ସେହି ସିରିଏଲ ରେ ପ୍ରଥମ ଥର ପାଇଁ ଡେଭ୍ୟୁ କରୁ ଥିବା ମଞୁରୀ ଙ୍କ ପରିବାର ଏବଂ ତାଙ୍କ ବିଷୟ ରେ ସଂମ୍ପର୍ଣ୍ଣ କିଛି ଜାଣିବା । ତେବେ ଆଉ ମୋଟେ ବି ଅପେକ୍ଷା ନ କରି ଆପଣ ମାନେ ନିଶ୍ଟିତ ଭାବେ ଆମର ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ ।

ମାୟା ସିରିଏଲ ର ଏହି ଅଭିନେତ୍ରୀ ଙ୍କ ସଂମ୍ପର୍ଣ୍ଣ ନାମ ହେଲା ଅମ୍ବୀକା ଯିଏ ବର୍ତମାନ ସମୟ ରେ ନାଗୁଣୀ ବା ମଞୁରୀ ଭାବେ ପରିଚିତ ରହିଛନ୍ତି । ଅମ୍ବୀକା କଟକ ର ବାସିନ୍ଧା ଆଟନ୍ତି ସେ ଛୋଟ ବେଳୁ ଡେନ୍ସ ଏବଂ ଅଭିନୟ ରେ ନିଜର ରୁଚି ରଖି ଥିବା ବେଳେ ଏହି ଦିନ ରେ ଦର୍ଶକ ମାନଙ୍କ ପାଖରେ ବି ଏହି ଦକ୍ଷ୍ୟତା ଦେଖେଇବା ପାଇଁ ଚେଷ୍ଟା କରୁଛନ୍ତି , ଏବଂ ସେହି ପରି ବାପା ମାଆ ଙ୍କ ଗୋଟିଏ ଝିଅ ବହୁତ ଜଲ୍ଦି ବି ସେ ନିଜର ପପୁଲାରିଟି ହାସଲ କରିଛନ୍ତି ।

Actress Ambika

ଏବଂ ତାଙ୍କୁ ଏହି ସିରିଏଲ ମାଧ୍ୟମ ରେ ନାଗୁଣୀ ଭାବେ ପରିଚିତ କରି ପାରି ଥିଲେ , ଏବଂ ଏବେ ତାଙ୍କୁ ମଞୁରୀ ନାମରେ ବି ଲୋକ ମାନେ ଜାଣିଛନ୍ତି ତେବେ ଅମ୍ବୀକା ଙ୍କର ଛୋଟ ବେଳଉ ଏହି ଇଚ୍ଛା ଥିଲା କି ସେ ନୃତ୍ୟ ଏବଂ ଅଭିନୟ ଜଗତ କୁ ପ୍ରବେଶ କରିବେ ବୋଲି ଏବଂ ସେଷ ରେ ତାଙ୍କର ସେହି ସ୍ୱପ୍ନ ବର୍ତମାନ ସମୟ ରେ ପୂରଣ ହୋଇ ଜାଇଛି ।

ଏବଂ ଏହି ଦିନ ରେ ତାଙ୍କର ସେହି ସ୍ୱପ୍ନ କୁ ତରଙ୍ଗ ଟିଭି ର ମାୟା ଧାରା ବାହୀକ ସତ କରିଛି , ମୟା ଧାରା ବାହୀକ ମାଧ୍ୟମ ରେ ନୂତନ ଭାବେ ଡେଭ୍ୟୁ କରି ଥିବା ଅମ୍ବୀକା ଖୁହବ୍ ସୁନ୍ଦର ଅଭିନୟ କରି ଥିବା ବେଳେ ଏହା ଲୋକ ମାନଙ୍କ ମନ କୁ ବେସ୍ ଛୁଇଁ ଥିବାର ଜଣା ପଡିଛି । ଏହି ସିରିଏଲ ର ସୁଟିଂ ହେଉ ଥିବା ବେଳେ ବର୍ତମାନ ସମୟ ରେ ସେମିତି ସବୁ ଦିନ ପରି କଟକ ରୁ ଭୁବନେଶ୍ୱର ଆସି ହିଁ ସୁଟିଂ କରି ଥାନ୍ତି ଏବଂ ନିଜର ବାପା ମାଆ ଙ୍କ ପାଖକୁ ପରେ ଫେରି ଜାଇ ଥାନ୍ତି ।

Ambika

ସେ ନିଜର ଏକ ଇଣ୍ଟର୍ଭ୍ୟୁ ରେ କହି ଥିଲେ ନାଗେସ୍ ଏବଂ ରୁଦ୍ରୀ ଙ୍କ ମାଆ ମାନେ ସେହି ଧାରାବାହୀକ ରେ କାମ କରୁ ଥିବା ସମୟ ରେ ତାଙ୍କ ସହିତ ହିଁ ସେ ବହୁତ ସମୟ ବିତେଇ ଥାନ୍ତି ବୋଲି କହି ଥିଲେ ଏବଂ ସେ ତାଙ୍କ ସହିତ ବହୁତ ସମୟ ଫୋନ୍ ରେ ବି ଗପିବା ପାଇଁ ପସନ୍ଦ କରନ୍ତି ତେବେ ଆପଣ ମାନଙ୍କୁ କେତେ ପରିମାଣ ରେ ଏହି ନୂଆ ଅଭିନେତ୍ରୀ ଅମ୍ବୀକା ପସନ୍ଦ ଆସୁଛନ୍ତି ଏବଂ ତାଙ୍କର ଅଭିନୟ ଆପଣ ମାନଙ୍କୁ କେତେ ପରିମାଣ ରେ ପସନ୍ଦ ଆସୁଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Love To Share

Leave a Reply

Your email address will not be published. Required fields are marked *