ଜାଣନ୍ତୁ କେମିତି ଗୋଟିଏ ଫଟୋ ରାତା ରାତି କାଜଲଙ୍କୁ ବନେଇ ଦେଲା ହିରୋଇନ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଦିନରେ ସାଉଥ୍ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ କାଜଲ ଅଗ୍ରୱାଲ ବହୁତ ପରିମାଣ ରେ ଲାଇମ୍ ଲାଇଟ୍ ରେ ବନି ରହିଛନ୍ତି , ହେଲେ ଏହା ପୂର୍ବ ରୁ ସେ ନିଜର ଫୋଟ ସୁଟ୍ କୁ ନେଇ ବହୁତ ଏମିତି ଚର୍ଚ୍ଚା ର ବିଷୟ ରେ ରହି ସାରିଛନ୍ତି । ସେମିତି ରେ କାଜଲ ଅଗ୍ରୱାଲ ତେଲୁଗୁ ଇଣ୍ଡଷ୍ଟ୍ରୀ ର ବହୁତ ଫେମସ୍ ଅଭିନେତ୍ରୀ ମାନଙ୍କ ମଧ୍ୟ ରୁ ଜଣେ ଅଟନ୍ତି , ଯେଉଁ ଠାରେ କେବଳ ନିଜର ସୁନ୍ଦରତା ନୁହେଁ ବରଂ ବର୍ଡି ସାଇଜ୍ ପାଇଁ ସେ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସି ଥାନ୍ତି।

Kajal

ହେଲେ ଏହି ଦିନ ରେ କାଜଲ ଅଗ୍ରୱାଲ ଏକ ଫୋଟ ସୁଟ୍ ପାଇଁ ବିବାଦ ରେ ଫସି ହୋଇ ରହିଛନ୍ତି । 2011 ରେ ଜଣା ସୁଣା ମେଗାଜିନ୍ HMF ରେ ଛପା ଜାଇ ଥିବା କାଜଲ ଅଗ୍ରୱାଲ ଙ୍କ ଟପ୍ ଲେସ୍ ଫୋଟ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହୋଇ ଥିଲା ଯେଉଁ ଠାରେ ତାଙ୍କର ଫେନ୍ସ ମାନେ ଏହି ବୋଲ୍ଡ ନେସ୍ କୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇ ଥିଲେ , ଏବଂ ଏବେ ତାଙ୍କର ବିବାହ ହେବାକୁ ଜାଉ ଥିବା ବେଳେ ତାଙ୍କର ଏହି ଫୋଟ ବର୍ତମାନ ସମୟ ରେ ପୁଣି ଥରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ,

ଏବଂ ଏହି ଉପରେ କାଜଲ ଅଗ୍ରୱାଲ ନିଜର ବୟାନ୍ ରଖି କହିଛନ୍ତି କି ସେ ସୁଟ୍ ପାଇଁ ଟପ୍ ଲେସ୍ ମୋଟେ ବି ହୋଇ ନ ଥିଲେ ବରଂ ସେହି ମେଗାଜିନ୍ ତାଙ୍କର ସେହି ଫୋଟ ଉପରେ କିଛି ଅଲଗା ପ୍ରକାରର ହରକତ୍ କରିଛନ୍ତି ବୋଲି , ଏବଂ ସେ ସଂମ୍ପର୍ଣ୍ଣ ଭାବେ ଫେନ୍ସ ମାନଙ୍କୁ ଜଣେଇ ଦେବାକୁ ଚାହିଁଛନ୍ତି କି ସେ ଏହି ସେମି ନ୍ୟୁଡ୍ ଫୋଟ ସୁଟ୍ କରେଇ ନାହାଁନ୍ତି । ସେମିତି ରେ ଏହାକୁ ସେ ଫୋଟପସ୍ କରା ଜାଇ ଥିବା ଏକ ଫୋଟ ବୋଲି ଦର୍ଶକ ମାନଙ୍କୁ ସଫେଇ ଦେଇଛନ୍ତି ।

Kajal Agarwal

ହେଲେ ସେହି ପରି ବେଳେ HMF ମେଗାଜିନ୍ ବି ଏହାକୁ ନେଇ ସଫେଇ ରେ କହିଛନ୍ତି ତାଙ୍କର ଫୋଟ କୁ ନେଇ ସେମାନେ କିଛି ବି ସେମିତି ଛେଡ୍ ଖାନୀ କରି ନାହାଁନ୍ତି ଜାହା ଫଳ ରେ ବର୍ତମାନ ସମୟ ରେ କାଜଲ ଅଗ୍ରୱାଲ ଙ୍କୁ ଏହିଥି ପାଇଁ ବହୁତ କିଛି ସୁଣିବା ପାଇଁ ପଡୁଛି ହେଲେ ଘଟଣା ଟି ବର୍ତମାନ ସମୟ ରେ ଥଣ୍ଡା ପଡି ଜାଇ ଥିବା ବେଳେ ଏହାକୁ ନେଇ ଦର୍ଶକ ମାନେ ବହୁତ ଚର୍ଚ୍ଚା ରେ ରଖିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Love To Share

Leave a Reply

Your email address will not be published. Required fields are marked *