ଏହି ସବୁ କରିବା ପାଇଁ ଏତେ ଟଙ୍କା ନେଇ ଥାନ୍ତି ବଲିଉଡ ହିରୋଇନ ମାନେ

hjukgfd

ବଲିଉଡ ରେ ଆଜିର ସମୟ ରେ ଆଇଟମ୍ ଡେନ୍ସ ର କ୍ରେଜ୍ ଦେଖିବା ପାଇଁ ମିଳୁଛି , ଅଭିନେତ୍ରୀ ମାନେ ଛୋଟ ହେଉନ୍ତୁ ବା ବଡ କେହି ବି ଆଇଟମ୍ ଡେନ୍ସ କରିବାକୁ ମନା କରି ନାହାଁନ୍ତି ବରଂ ଏହି ଆଇଟମ୍ ଡେନ୍ସ ପାଇଁ ଫିଲ୍ମ ହିଟ୍ ହୋଇ ଥାଏ , ଏବଂ ଏହିଥି ପାଇଁ ଆଜିର ଦିନ ରେ ଏକ୍ଟ୍ରେସ୍ ଗୋଟିଏ ଗୀତ ପାଇଁ କୋଟି କୋଟି ଟଙ୍କା ମାଗି ଥାନ୍ତି। ଏବଂ ଫିଲ୍ମ କୁ ହିଟ୍ କରିବା ପାଇଁ ସବୁ ଫିଲ୍ମ ମେକର ଙ୍କୁ ଟଙ୍କା ଦେବାକୁ ପଡି ମଧ୍ୟ ଥାଏ , ଏହି ଲିଷ୍ଟ ରେ ପ୍ରଥମ ନମ୍ବର ରେ ନାମ ଆସି ଥାଏ ଜାକଲିନ୍ ଙ୍କର ଏହି ଅଭିନେତ୍ରୀ ନିଜର ସୁନ୍ଦରତା ପାଇଁ ବଲିଉଡ ରେ ଜଣା ସୁଣା ଅଟନ୍ତି । କହି ଦେବୁ କି ଗୀତ ରୋମେୟା ବସ୍ତାବୟା ରେ ଡେନ୍ସ କରି ଥିବା ବେଳେ ସେ ଏହିଥି ପାଇଁ 50 ଲକ୍ଷ ଟଙ୍କା ନେଇ ଥିଲେ, ଯେବେ ଠାରୁ ସେ ଏକ୍ ଦୋ ତିନ୍ ଗୀତ ରେ ଡେନ୍ସ କରି ଥିଲେ ତାଙ୍କର ଡିମାଣ୍ଡ ସେବେଠୁ ବଢିଛି ,fhgdghj

ସେହି ପରି ଦୁଇ ରେ ପ୍ରିୟଙ୍କା ଚୋପ୍ରା ଙ୍କର ନାମ ଆସୁଛି ପ୍ରିୟଙ୍କା ରାମଲୀଲା ଆଦି ଫିଲ୍ମ ରେ ଆଇଟମ୍ ଡେନ୍ସ କରି ସାରି ସାରି ଥିବା ବେଳେ ସେ ଗୋଟିଏ ଗୀତ ପାଇଁ 3 କୋଟି ଯାଏ ନେଇ ଥାନ୍ତି । ଏବଂ ଏହା ପରେ ଅଭିନେତ୍ରୀ ମଲ୍ଲାଇକା ଅରୋରା ଙ୍କର ମୁନୀ ବଜନାମ୍ ହୁଇ ଗୀତ ରୁ ବହୁତ ପ୍ରସିଦ୍ଧ ହୋଇ ଥିବା ମଲ୍ଲାଇକା ଅରୋରା କୋଟି କୋଟି ଚଙ୍କା ର ଫିସ୍ ନେଇ ଥାନ୍ତି , ସେହି ପରି ଚାରି ନମ୍ବର ରେ ଅଭିନେତ୍ରୀ ସନି ଲିୟନୀ ଙ୍କର ଆଇଟମ୍ ଡେନ୍ସ ପାଇଁ ,ସନିଲିୟନୀ ସବୁଠୁ ପ୍ରଥମ ପ,ନ୍ଦ ହୋଇ ଥାନ୍ତି , ସନି ଲିୟନୀ ଙ୍କୁ ବେବି ଡଲ୍ ସଙ୍ଗ୍ ପାଇଁ 25 ରୁ 30 ଲକ୍ଷ ଟଙ୍କା ମିଳି ଥିବା ବେଳେdfhfsjy

ଏହା ପରେ ପରେ ବହୁତ ହିଟ୍ ସଙ୍ଗ୍ ଦେଇ ଥିବା ବେଳେ ବର୍ତମାନ ସମୟ ରେ ତାଙ୍କର ପ୍ରାଇସ୍ ରେଟ୍ ରେ ବି ବୃଦ୍ଧି ଘଟିଛି ତେବେ ଏବେ ସେ ଗୋଟିଏ ଗୀତ ପାଇଁ 1 ରୁ 2 କୋଟି ଯାଏ ପାଇ ଥାନ୍ତି , ସେମିତି ରେ ଆପଣ ମାନଙ୍କୁ ଜଣେଇ ଦେବୁ କି ବଲିଉଡ ରେ ଏମିତି ଅନେକ ଆଇଟମ୍ ଡେନ୍ସର ମାନେ ରହିଛନ୍ତି ଯେଉଁ ମାନେ ନିଜର ଫିସ୍ କୁ ବହୁତ ଅଧିକ ପରିମାଣ ରେ ନେଉ ଥିବା ବେଳେ ସେମାନେ କୈଣସି ନ୍ସି ଦେବା ପାଇଁ ରେଡି ରହି ଥାନ୍ତି । ତଥା ସେହି ପରି ବେଳେ ସେମାନେ ନିଜର ମନ ମୁତାବକ ପେମେଣ୍ଟ ବି ଚାର୍ଜ କରି ଥାନ୍ତି , ଏବଂ ସେମାନଙ୍କ ଏହି ନିସ୍ପତି କୁ ଡାଇରେକ୍ଟର ମାନେ କେବେ ବି ଟାଳୀ ପାରନ୍ତି ନାହିଁ

Love To Share

Leave a Reply

Your email address will not be published. Required fields are marked *