ବେଲ ପତ୍ରର ଉପକାରିତା | ଖାଇଲେ ହେବନାହିଁ ଏହି ସବୁ ରୋଗ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ କହିବି ପ୍ରତିଦିନ ସକାଳୁ ବେଲ ପତ୍ର ଖାଇବାର ଉପକାରିତା ବିଷୟରେ , ବେଲ ପତ୍ରକୁ ପୁରାତନ ଯୋଗରୁ ଔଷଧ ରୂପେ ବ୍ୟବହାର କରାଯାଏ । ଏହା ଆମର ସୁନ୍ଦରତା ବଢେଇବା ସହିତ ପେଟ ଜନିତ ରୋଗରୁ ମୁକ୍ତି ଦେଇଥାଏ । ତେବେ ଚାଲନ୍ତୁ ଜାଣିବା ବେଲ ପତ୍ରର ଉପକାରିତା ବିଷୟରେ ।

ପ୍ରଥମଟି ହେଲା ଜ୍ୱରକୁ ନିୟନ୍ତ୍ରିତ କରିଥାଏ ଯଦି ଆପଣଙ୍କୁ ଜ୍ୱର ଆସିଥାଏ କିମ୍ବା ଛୋଟ ଛୁଆ ଙ୍କୁ ଜ୍ବର ହୋଇଥାଏ ସେତେବେଳେ ବେଲ ପତ୍ରର କାଢ଼ା ବନେଇକି ସେବନ କଲେ ଜ୍ୱର ଶୀଘ୍ର ଛାଡି ଯାଇଥାଏ ।  ଏହା ସହିତ ଯଦି ମହୁ ମାଛି କିମ୍ବା ବିରୁଡ଼ି କାମୁଡି ଦିଏ ତେବେ ସେହି ସ୍ଥାନରେ ବେଲ ପତ୍ରର ରସକୁ ସେହି ଜାଗାରେ ଲଗେଇଲେ ଏହା କଷ୍ଟକୁ ଦୂର କରିଥାଏ ।

bala patra

ଦିତୀୟ ଟି ହେଲା ହୃତ୍ ରୋଗରୁ ରକ୍ଷା କରିଥାଏ । ବେଲ ପତ୍ର ହୃତ ରୋଗି ଙ୍କ ପାଇଁ ମଧ୍ୟ ଉପକାରିତା ଅଟେ ବେଲ ପତ୍ରର କାଢା ବନାଇ ଏହାକୁ ସେବନ କଲେ ବହୁତ୍ ଭଲ ହୋଇଥାଏ । ଏହା ହାର୍ଟ ଆଟକ ରୁ ମଧ୍ୟ ରକ୍ଷା କରିଥାଏ ।

ନମ୍ୱର୍ ୩ ଶରୀରର କାମକୁ ନିୟନ୍ତ୍ରିତ କରିଥାଏ ବେଲପତ୍ର ଶରୀର ତାପକୁ କମ କରିଥାଏ ତେଣୁ ଶରୀରର ତାପ ଯଦି ବଢିଯାଏ ତେବେ ବେଲ ପତ୍ରକୁ ପାଟିରେ ପକାଇ ଏହାକୁ ଚୋବାଇ ଖାଇଲେ ଏହା ବହୁତ ଲାଭ ଦାୟକ ହୋଇଥାଏ ।

ନମ୍ୱର୍ ୪ ଅର୍ଶ ରୋଗ ର କଷ୍ଟକୁ ଦୂର କରିଥାଏ ଅର୍ଶ ରୋଗୀଙ୍କ ପାଇଁ ବେଲ ପତ୍ର କୌଣସି ଅମୃତଠୁ କମ ନୁହେଁ ଅର୍ଶ ରୋଗ ହୋଇଥିଲେ ବେଲ ପତ୍ରକୁ ଶୁଖାଇ ଏହାକୁ ଗୁଣ୍ଡ କରି ଏଥିରେ ମିଶିରି ମିଶାଇ ଗୁଣ୍ଡ କରନ୍ତୁ ଏହି ଗୁଣ୍ଡ କୁ ପ୍ରତିଦିନ ସକାଳୁ ପାଣି ସହିତ ମିଶାଇ ସେବନ କରନ୍ତୁ ।

patra

ନମ୍ୱର୍ ୫ ଚେହେରା ରୁ ଦାଗ ଦୂର କରିଥାଏ ଯଦି ଆପଣଙ୍କର ଚେହେରାରେ କୌଣସି ଦାଗ ବା ଚିହ୍ନ ଥାଏ ତେବେ ଆପଣ ବେଲ ପତ୍ରର ଲେପ ତିଆରି କରି ଏହାର ବ୍ୟବହାର କଲେ ଚେହେରା ରୁ ଦାଗ ଦୂର ହୋଇଯାଇଥାଏ । ଏହି ଲେପ ତିଆରି କରିବା ପାଇଁ ଗୋଟିଏ ତାଟିଆ ରେ ବେଲ ପତ୍ରକୁ ନେଇ ଏହାକୁ ଧୋଇକି ଗ୍ରାଇଣ୍ଡର ସାହାଯ୍ୟରେ ଏହାର ପେଷ୍ଟ ବନାନ୍ତୁ ଏହି ପେଷ୍ଟ କୁ ଚେହେରାରେ ଲଗାଇ ତିରିଶ ମିନିଟ ପର୍ଯ୍ୟନ୍ତ ରଖନ୍ତୁ ତାପରେ ଥଣ୍ଡା ପାଣି ସାହାଯ୍ୟରେ ଏହାକୁ ଧୋଇଦିଅନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Love To Share

Leave a Reply

Your email address will not be published. Required fields are marked *