ଆପଣ ମାନେ ଜଣେ LIC ଗ୍ରାହକ ବା ଆପଣ LIC କରି ରଖିଛନ୍ତି ତେବେ ଜାଣି ରଖନ୍ତୁ ଏବେ ଏବେ କିଛି ବଡ ଖବର ଆସି୍ିଛି ,ଆପଣ ମାନେ ଏହାକୁ ଜାଣି ରଖନ୍ତୁ ନଚେତ୍ ଆପଣ ମାନେ ବି ହଇରାଣ ହୋଇ ପାରନ୍ତି । ସେମିତି ରେ ଆପଣ ମାନେ ଜାଣି ଥିବେ LIC ରେ ବହୁତ ପ୍ରକାରର ସ୍କିମ୍ ରହିଛି , ଆପଣ ମାନେ ବି ଅଲଗା ଅଲଗା ପ୍ରକାରର ସ୍କିମ୍ ରେ ନିବେଶ କରନ୍ତି ସେହି ପରି ଏହି ସବୁ କୁ ନେଇ ଏବେ ଖବର ଆସୁଛି କି ଏବେ କେମିତି ଭାବେ ସବୁ ଜିନିଷ ରେ ଫର୍ଡ ହେଉଛି , ସେହି ପରି ଭାବେ LIC ଗ୍ରାହାକ ମାନଙ୍କୁ ଫ୍ରଡ୍ ର ଶୀକାର କରାଉଛନ୍ତି ।ଯଦି ଆପଣ ମାନେ LIC କରିଛନ୍ତି ତେବେ ଆପଣ ମାନଙ୍କୁ LIC ପକ୍ଷ ରୁ ନୁହେଁ ବରଂ LIC ନାମରେ ଫ୍ରଡ୍ କଲ୍ ସବୁ କରୁଛନ୍ତି
,ଏବଂ ସେମାନେ ନାନା ପ୍ରକାରର ସ୍କିମ୍ ମଧ୍ୟ କହୁଛନ୍ତି ଆଉ ଯଦି ଆପଣ ମାନେ LIC କରି ଥିଲେ ଏବଂ ଆପଣ ମାନଙ୍କୁ ସେମାନେ ଏମିତି ଭାବେ LIC ର ସ୍କିମ୍ କୁ ଦେଖେଇ କରି ଆପଣ ମାନଙ୍କ ଠାରୁ ସେମାନେ ଆପଣଙ୍କ ଠାରୁ LIC ପଲିସ୍ ନମ୍ବର ନେବା ପରେ ସେମାନେ ନିଜ ନାମକୁ ଚ୍ରାନ୍ସଫର କରୁଛନ୍ତି । ବା ସେମାନେ ସ୍କିମ୍ କହି ଆପଣ ଙ୍କ ଠାରୁ ପଇସା ବି ଲୁଟି ନେଉଛନ୍ତି ତେବେ ଏହି ଦିନ ରେ ଏମିତି କିଛି ଘଟଣା ବି ସାମ୍ନା କୁ ଆସି ଥିବା ବେଳେ ଏଠାରେ ସେମାନେ କହୁଛନ୍ତି କିି LIC ନୂଆ ସ୍କିମ୍ ଆସିଛି ତେବେ ଆପଣ ମାନଙ୍କୁ ଏବେ ହିଁଁ କରିବା ପାଇଁ ପଡିବ ବୋଲି କହି ସେମାନେ ଆପଣ ମାନଙ୍କ ଠାରୁ ଟଙ୍କା ନେଇ ଜାଉଛନ୍ତି
ତେବେ ଆପଣ ମାନେ ଏହି ସବୁ ରୁ ଟିକିଏ ସତର୍କ ରହି ଥାନ୍ତି ବୋଲି ଆମର ଏହା ସୂଚନା ରହି ଥିଲା । ଏବଂ LIC ପକ୍ଷ ରୁ ଏହି ବିଷୟ ରେ ଆପଡେଟ୍ ବି ଆସି ସାରିଛି , ତେବେ ଆପଣ ମାନଙ୍କୁ ଏମିତି ଫ୍ରଡ୍ ବି ଶୀକାର ହେବାକୁ ପଡୁଛି ବୋଲି ସେମାନେ କହିଛନ୍ତି , ତେବେ ବନ୍ଧୁଗଣ ଏଠାରେ ଆମେ ଆପଣ ମାନଙ୍କୁ ଜଣେଇ ଦେବାର କାରଣ ହେଲା କି ଆପଣ ମାନେ ଏହି ସବୁ ଜାଣି କରି ନିଶ୍ଚିତ ଭାବେ ସଚେତନ ହୋଇ ପାରିବେ , ଏବଂ ଆପଣ ମାନଙ୍କ ପାଖା ପାଖି ଲୋକ ମାନଙ୍କୁ ବି ଆପଣ ମାନେ ସଚେତନ କରେଇ ପାରିବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।